ରାଜ୍ୟ

ରାଜ୍ୟ

ରାଜୀବଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତହେବା ପାଇଁ ଯୁବ ପିଢ଼ିଙ୍କୁମୁଖ୍ୟ ଅତିଥିଙ୍କ ଆହ୍ୱାନଦାରିଦ୍ର୍ୟ ଓ ନିରକ୍ଷରତା ଦୂରିକରଣ ଥିଲାରାଜୀବଗାନ୍ଧୀଙ୍କ ସ୍ୱପ୍ନ

ଭୁବନେଶ୍ୱର, ତା. ୨୦/୦୮ : ଓଡ଼ିଶାରାଜୀବଗାନ୍ଧୀଛାତ୍ରଫୋରମ୍‌ ଓ ରାଜୀବଗାନ୍ଧୀଷ୍ଟଡ଼ିସର୍କଲମିଳିତ ଆନକୁଲ୍ୟରେରାଜୀବଗାନ୍ଧୀଙ୍କର ୮୦ ତମଜନ୍ମଜୟନ୍ତୀ ଓ ରାଜ୍ୟସ୍ତରୀୟରାଜୀବଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବରାଜ୍ୟସଭାପତିସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ ଘଟିକାସମୟରେଭୁବନେଶ୍ୱରସ୍ଥିତଜୟଦେବ

Read More
ରାଜ୍ୟ

ଏସବୁ ସରକାରୀ କର୍ମଚାରୀ ଅଗଷ୍ଟ ମାସର ଦରମା ପାଇବେ ନାହିଁ !: ସରକାରଙ୍କ ବଡ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଏକ ବଡ ଆଦେଶ ଦେଇଛନ୍ତି। ବାସ୍ତବରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ

Read More
ରାଜ୍ୟ

୯ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ୮ ରାଜ୍ୟରୁ ୯ଟି ରାଜ୍ୟସଭା ଆସନ ପାଇଁ

Read More
ରାଜ୍ୟ

ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ

Read More
ରାଜ୍ୟ

ହେମନ୍ତ ସରକାରକୁ ହଟାଇବାକୁ ବିଜେପି ଚାହୁଁଛି, ସେଥିପାଇଁ ନିର୍ବାଚନ ଘୋଷଣା କରାଯାଇ ନାହିଁ: ସଞ୍ଜୟ ରାଉତଙ୍କ ବଡ଼ ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ବିଭାଜନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ରାଜନୈତିକ ଅସ୍ଥିରତା ଏବଂ ରାଜନେତାଙ୍କ ମଧ୍ୟରେ

Read More
ରାଜ୍ୟ

ଅସୁରକ୍ଷିତ ଭବିଷ୍ୟତ, ପେନସନ୍ ନ ପାଇବାର ଭୟ ଯୋଗୁ ଅଗ୍ନିବୀର ଚୋରି କରୁଛନ୍ତି !

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଇଣ୍ଡିଆ

Read More
ରାଜ୍ୟ

ରାଖୀରେ ଅଘଟଣ: ଛୁରାମାଡ଼ରେ ଭଉଣୀ ମୃତ, ଭାଇ ଗୁରୁତର

ବ୍ରହ୍ମପୁର: ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାକ୍ଷୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ

Read More
ରାଜ୍ୟ

ହୃଦଘାତରେ ତଟରକ୍ଷୀ ବାହିନୀ ମୁଖ୍ୟ ରାକେଶ ପାଲଙ୍କ ପରଲୋକ

ଚେନ୍ନାଇ: ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ ରାକେଶ ପାଲଙ୍କର ହୃଦଘାତରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  ରାକେଶ ପାଲ ୨୦୨୩ ଜୁଲାଇରେ

Read More
ରାଜ୍ୟ

ରାଜସ୍ଥାନର ୧୦୦ଟି ହସ୍ପିଟାଲକୁ ବୋମା ଦ୍ବାରା ଉଡ଼ାଇବାକୁ ଧମକ

ଜୟପୁର: ରାଜସ୍ଥାନର ୧୦୦ଟି ହସ୍ପିଟାଲକୁ ବୋମା ମାଡ଼ ଧମକ ଦିଆଯାଇଛି। ଏଥିରେ ରାଜଧାନୀ ଜୟପୁରର ଦୁଇଟି ହସ୍ପିଟାଲ ମଧ୍ୟ ରହିଛି। ଏହି ଦୁଇଟି ହେଉଛି ମୋନିଲାକ୍ ଏବଂ

Read More