ରାଜ୍ୟ

ରାଜ୍ୟ

କୁଳପତି ଙ୍କ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟ ରଥ ଯାତ୍ରା ଶିବିର ପରିଦର୍ଶନ।

ବାରିପଦା ୧୦/୭/୨୪- ବାରିପଦା ରଥ ଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷ ରୋପଣ ଆଦି କାର୍ଯ୍ୟ ଆୟୋଜନ କରିବା

Read More
ରାଜ୍ୟ

ରାଜ୍ୟସ୍ତରୀୟ ସିଙ୍ଗଲ ଉଇଣ୍ଡୋ କ୍ଳିଅରାନସ ଅଥରିଟି ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ, ୧୯ ହଜାର ସମ୍ଭାବ୍ୟ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ଉଇଣ୍ଡୋ କ୍ଳିଅରାନସ ଅଥରିଟି ବୁଧବାର ଏକ ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକରେ  ୫୯୯୨.୯୨ କୋଟି ଟଙ୍କା ବ୍ୟୟରେ ହେବ।

Read More
ରାଜ୍ୟ

ଅଭୁଲା ମଣିଷ ଅଲିଭା ହସ ଉନ୍ମୋଚିତ

ଓଡ଼ଗାଁ,୧୦/୭(ନି.ପ୍ର):ଆଜି ଅପରାହ୍ନ ୫ ଘଟିକା ସମୟରେ ଓଡ଼ଗାଁ ଅଞ୍ଚଳର ଲୋକପ୍ରିୟ ଶିକ୍ଷକ, ବିଶିଷ୍ଟ କବି ତଥା ପ୍ରକୃତିପ୍ରେମୀ ସ୍ୱର୍ଗତ ପ୍ରହଲ୍ଲାଦ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ

Read More
ରାଜ୍ୟ

ପ୍ଲାଟିନମ୍ ଜୁବୁଲି ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ଗାଁ,୧୦/୭(ନି.ପ୍ର):ଆଜି ଅପରାହ୍ନ ୨ ଘଟିକା ସମୟରେ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବୁଲି ପାଳନ ଉପଲକ୍ଷେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

Read More
ରାଜ୍ୟ

ମୁକ୍ତା ଯୋଜନାରେ ପୋଖରୀ ସଂକୁଚିତ ହେଉଥିବା ଅଭିଯୋଗ

ବ୍ରହ୍ମପୁର, ତା. ୧୦.୭.୨୦୨୪ ଆସନ୍ତା ଦିନରେ ପାଣିର ଅଭାବରୁ ରକ୍ଷା ପାଇବାପାଇଁ ଜଳ ଉଚ୍ଛ ଗୁଡିକର ସୁରକ୍ଷା ନିହାତି ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ

Read More
ରାଜ୍ୟ

ଏହି ରାଜ୍ୟର ସ୍କୁଲ-କ‌ଲେଜ-ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏଡସ୍ ବ୍ୟାପୁଛି: ୮୨୮ ଜଣ ଛାତ୍ରଛାତ୍ରୀ ଏଚ୍ଆଇଭି ପଜିଟିଭ୍, ୪୭ ଜଣଙ୍କର ଜୀବନ ଗଲାଣି

ଅଗରତାଲା: ଭାରତର ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା‌ରେ ଏଚ୍ଆଇଭି ଏଡସ୍ ସମ୍ବନ୍ଧୀୟ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ତ୍ରିପୁରାରେ ହଜାର ହଜାର ଲୋକ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି।

Read More
ରାଜ୍ୟ

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ

ଭବାନିପାଟଣା ତା ୧୦/୦୭/୨୦୨୪ – ଗତକାଲି ସଂଧ୍ୟା ୬:୦୦ ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଅଣସଂକ୍ରାମକ

Read More
ରାଜ୍ୟ

ପୂର୍ବ ଶତୃତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ,*ଶରୀର ବିଭିନ୍ନ ସ୍ଥାନରେ ଆଘାତ ସହ ଅନ୍ତ ବୁଜୁଲା ବାହାରି ପଡିଛି*ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର*ପୋଲିସର ତଦନ୍ତ ସହ ଅଭିଯୁକ୍ତ ଅଟକ

ଭବାନୀପାଟଣା-୧୦/୭ ଆଜି ବୁଧବାର ସକାଳୁ ପରୁଆଗୁଡ଼ା ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ଯୁବକ ପୁର୍ବ ଶତୃତାକୁ କେନ୍ଦ୍ରକରି ଜନୈକ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ

Read More
ରାଜ୍ୟ

କାଲିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା

ପୁରୀ: ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ତିନିଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରୁଛନ୍ତି। ସୋମବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର

Read More
ରାଜ୍ୟ

ଆଡ଼ପ ପହଣ୍ଡିରେ ଅଘଟଣ: ରଥରୁ ଓହ୍ଲାଇଲା ‌ବେଳେ ଝୁଙ୍କି ପଡ଼ିଲେ ପ୍ରଭୁ ବଳଭଦ୍ର, ୫ ସେବାୟତ ଆହତ

ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଏହି ଅଘଟଣ ଘଟିଛି। ଫଳରେ

Read More