Month: April 2023

ରାଜ୍ୟ

ଜନଭାଗିଦାରୀ ଗଠନରେ ଏମ୍‌ସ ଭୁବନେଶ୍ୱରର ଅଭିନବ ପ୍ରୟାସ, ସ୍ଥାନୀୟ ଅଞ୍ଚଳରେ ଆୟୋଜନ କଲା ସ୍ୱାସ୍ଥ୍ୟମେଳା

ଭୁବନେଶ୍ୱର, ୦୬/୦୪/୨୦୨୩: ଏମ୍‌ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ ଦୃଢ଼ୀଭୂତ କରିବା ସହିତ ସେମାନଙ୍କର ଭରସାକୁ ଚରିତାର୍ଥ କରି ଜନଭାଗିଦାରୀ ଗଠନ ଦିଗରେ ଅଭିନବ

Read More
ରାଜ୍ୟ

କୋରୋନ ଯୋଗୁଁ ବନ୍ଧ ହୋଇଯାଇଥିଲା ପୁଣିଦୁଇ ବର୍ଷ ଆରମ୍ଭ
ହୋଇଛି ବ୍ରହ୍ମପୁରର ଆରାଧ୍ୟ ଦେବ
ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା
ଯାତ୍ରା ର ମୁଖ୍ୟ ପରିଚାଳକ ପିଦୁର୍ଗାପ୍ରସାଦ ପି. ଦେବକୀ
ପତ୍ନୀ
ମା’ଙ୍କ ଆଜ୍ଞାମାଳ ପାଇଁ

ଆବାହନ କରି ଅଧିଆ ପଡ଼ିବା ପରେବିଳମ୍ବିତ ରାତିରେ ମା’ଙ୍କ ମସ୍ତକରୁଫୁଲ ଖସିଛି। ଘଣ୍ଟ, ଢୋଲ, ମହୁରୀ,ନୃତ୍ୟଗୀତ, ପଟୁଆର ବାଜାରୋଷଣିଓ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଦୁଇବର୍ଷ ପରେ ବାପଘରକୁ

Read More
ରାଜ୍ୟ

ଖବରକାଗଜ, ଗଣମାଧ୍ୟମ ପ୍ଲାଟଫର୍ମରେ ‘ବେଟିଂ ବିଜ୍ଞାପନ’ ପ୍ରକାଶ ନ କରିବାକୁ ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ଦେଶର ପ୍ରମୁଖ ତଥା ମୁଖ୍ୟସ୍ରୋତର କିଛି ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ‘ବେଟିଂ ବିଜ୍ଞାପନ’ ଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରକାଶ ପାଇବାର କିଛି ଦିନ ପରେ ସରକାର

Read More
ରାଜ୍ୟ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ, ଆବୋଲି ସୁନୀଲ ନରଭଣେଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ବଦଳି ହୋଇଛି। ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡ଼ାରେ ନୂଆ ଦାୟିତ୍ବ

Read More
ରାଜ୍ୟ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଓବିସି ମଞ୍ଚ କର୍ମକର୍ତ୍ତାଙ୍କ ସାକ୍ଷାତ ଆଲୋଚନା I

ସମ୍ବଲପୁର,୦୬/୦୪: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ରାଜ୍ୟ ଓବିସି ମଞ୍ଚ କର୍ମକର୍ତ୍ତାଙ୍କ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା I ଛତିଶଗଡ଼ର ରାଜଧାନୀ ରାୟପୁର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ

Read More
ଦେଶ- ବିଦେଶ

ପାକିସ୍ତାନରେ ଖାଦ୍ୟ ପାଇଁ ହାହାକାର: ଠେଲାପେଲାରେ ଗଲାଣି ୧୬ ଜୀବନ

ନୂଆଦିଲ୍ଲୀ: ଗତବର୍ଷ ପ୍ରଳୟଙ୍କାରୀ ବନ୍ୟାକୁ ସମ୍ନା କରିଥିବା ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେଠାରେ ଖାଇବା ଯୋଗାଡ଼ କରିବା ଲୋକମାନଙ୍କ ପାଇଁ

Read More
ମୁଖ୍ୟ ଖବର

ରାହୁଲଙ୍କ ବ୍ୟକ୍ତିଗତ ଲଢ଼େଇ ଗଣତନ୍ତ୍ର ପାଇଁ ନୁହେଁ: ସିନ୍ଧିଆ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ପ୍ରଶ୍ନ କରିଛନ୍ତି, ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ଆଇନଗତ ଲଢ଼େଇକୁ କଂଗ୍ରେସ ଗଣତନ୍ତ୍ର ପାଇଁ ଲଢ଼େଇ ବୋଲି କାହିଁକି କହୁଛି।

Read More
ମୁଖ୍ୟ ଖବର

ଶନିବାର ଦିନ ସ୍ବଳ୍ପ ସମୟ ପାଇଁ ଲଢୁଆ ବିମାନ ସୁଖୋଇ-୩୦ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଶନିବାର ଦିନ ଆସାମର ତେଜପୁର ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଳ୍ପ ସମୟ ପାଇଁ ‘ସୁଖୋଇ-୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ଜଣେ

Read More
ରାଜ୍ୟ

ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ପରିକ୍ଷା ଶିବିର :

ଅଜି ତା 05-04-2023 ରିଖ, ବୁଧବାର ଦିନ, ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ନ ମୋହନ ପାଠିଙ୍କ ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଓଷ୍ଟିଓପୋରୋସିସ (ଛିଦ୍ରମୟ ଅସ୍ଥି) ପରିକ୍ଷା

Read More
ରାଜ୍ୟ

ଡ଼ା ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ଓ ଲର୍ଡ ବୁଦ୍ଧ ରିଏଲ ଇଷ୍ଟେଟ ରୋ ନିର୍ଦ୍ଦେଶକ ଓ କର୍ମ କର୍ତ୍ତା ଙ୍କ ମିଳିତ ବୈଠକ ।

ଆଜି ତା,୦୪-୦୪-୨୦୨୩ ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଲର୍ଡ ବୁଦ୍ଧ ର କାର୍ଯ୍ୟାଳୟ ଠାରେ ଆମ୍ବେଦକର ସଂଘ ତରଫରୁ ଏକ ମିଳିତ ଜରୁରୀ ବୈଠକ ଅନୁଷ୍ଠିତ

Read More