Month: September 2024

ରାଜ୍ୟ

ଚିକିତ୍ସାରେ ଅବହେଳା: ୫ମାସ ଶିଶୁକନ୍ୟାଙ୍କ ମୃତ୍ୟୁ ନେଇ ପରିବାର ସଦସ୍ୟଙ୍କ ଧାରଣା

ମୟୂରଭଞ୍ଜ: ଡାକ୍ତରଖାନାରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଛି। ଚିକିତ୍ସାରେ ଅବହେଳା ପ୍ରତିବାଦରେ ମେଡିକାଲ ସମ୍ମୁଖରେ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି

Read More
ରାଜ୍ୟ

୨୩ ତାରିଖ ଯାଏଁ ରତ୍ନଭଣ୍ଡାର ଯାଞ୍ଚ ଜାରି ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ

ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜିଠାରୁ ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍‌ଆଇ

Read More
ରାଜ୍ୟ

ଫିଲାଡେଲଫିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ପହଞ୍ଚିଛନ୍ତି। ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ

Read More
ରାଜ୍ୟ

କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍: ମହାରାଷ୍ଟ୍ରରେ ମହିଳା ମୁଖ୍ୟମନ୍ତ୍ରୀ ଦାବି..

ମୁମ୍ବାଇ: ଖୁବ ଶୀଘ୍ର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।  ମହାବିକାଶ ଅଘାଡି (ଏମଭିଏ) ମଧ୍ୟରେ ୧୩୦ଟି ଆସନ ସମ୍ପର୍କରେ ଏକ ସହମତି ପ୍ରକାଶ ପାଇଛି। ଏମଭିଏ

Read More
ରାଜ୍ୟ

ଜାତୀୟ ରାଜପଥପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ

ରାଉରକେଲା/ବେଦବ୍ୟାସ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଦୁଇ ମହଲା ବିଲ୍‌ଡିଂକୁ  ଭଙ୍ଗାଯାଇଛି। ମାଜିଷ୍ଟ୍ରେଟ୍‌ ତଥା ଲାଠିକଟା ତହସିଲଦାର, ଜାତୀୟ ରାଜପଥ

Read More
ରାଜ୍ୟ

ଶନିବାରଠାରୁ ଜରୁରିକାଳୀନ ସେବା ପ୍ରଦାନ କରିବେ ଆନ୍ଦେଳନରତ ଡାକ୍ତର

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ଜୁନିୟର୍‌ ଡାକ୍ତରମାନେ କରିଥିବା ଆନ୍ଦୋଳନ

Read More
ରାଜ୍ୟ

ପୁଣି ଲଘୁଚାପ: ୨୨ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି

Read More
ରାଜ୍ୟ

ସୁଭଦ୍ରା ଯୋଜନା: ପଂଜୀକରଣ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ମହିଳା

ଝରିଗାଁ: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ

Read More
ମୁଖ୍ୟ ଖବର

ଆମେରିକାରୁ ଆସିଲା ଡୋଭାଲଙ୍କ ନାଁରେ ସମନ, ଭାରତର ଦୃଢ ଜବାବ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ମାମଲାରେ ଆମେରିକା କୋର୍ଟ ଭାରତ ସରକାର ଓ ଏନଏସଏ ଅଜିତ ଡୋଭାଲ ଓ ଆଉ କେତେକ ବରିଷ୍ଠ ଅଧିକାରୀଙ୍କ

Read More
ରାଜନୀତି

ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବାକୁ ଦେବୁ ନାହିଁ: ମୋଦୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର କାଟ୍ରାଠାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ, ନ୍ୟାସନାଲ କନ୍ଫରେନ୍ସ ଏବଂ ପିଡିପିକୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

Read More