Month: October 2024

ରାଜ୍ୟ

ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ପିଥୋରାଗଡ: ପ୍ରତିକୂଳ ପାଗ ଯୋଗୁଁ ବୁଧବାର ଦିନ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ

Read More
ରାଜ୍ୟ

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ବୈଠକକେନ୍ଦୁଝର

ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନେ ସ୍ଥାନୀୟ କେନ୍ଦୁଝର ପୋଲିସ କଲ୍ୟାଣ ମଣ୍ଡପ ଠାରେ ଆଜି ସମ୍ମିଳିତ ଭାବେ ଏକ ବୈଠକ କରିଥିଲେ। ଏଥିରେ ଶତାଧିକ ଅବସର ପ୍ରାପ୍ତ ପୋଲିସ

Read More
ରାଜ୍ୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୧୦୫ ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର ୧୬/୧୦-(ପି. ଏନ)ଜଗତସିଂହପୁର ସ୍ଥିତ ଆଦିକବି ସାରଳାଦାସ ସଂସ୍କୃତି ଭବନ ପରିସରରେ ଜଗତସିଂହପୁର ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସ୍ବେଛାକୃତ ରକ୍ତଦାନ ଶିବିର

Read More
ରାଜ୍ୟ

ଖେରସ ପୋଖରୀରେ ସୁଇମିଂଫୁଲ, ବୋଟିଂ ବ୍ୟବସ୍ଥା କେବେ? କଲେଜଛକ ଶ୍ମାଶାନ ପାର୍କ ଶେଷ ହେବା ନେଇ ଅନିଶ୍ଚିତତା

ଜଗତସିଂହପୁର -16/10 (ପି. ଏନ) ଜଗତସିଂହପୁର ସହରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି l ଅନେକ ଗୁଡିଏ ଆକର୍ଷଣୀୟ ପ୍ରକଳ୍ପ ନିର୍ମାଣ କରାଯାଇ

Read More
ରାଜ୍ୟ

ପୋଡ଼ାଡିହରେ ରାଜ୍ୟ ସ୍ତରୀୟ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ଗ୍ରାମରେ ମା ହର ପାର୍ବତୀ ନାଟ୍ୟ ସଂସଦ ପକ୍ଷରୁ ଦଶହରା ପର୍ବ ଉପଲକ୍ଷେ ଗ୍ରାମବାସୀଙ୍କ ସହଯୋଗରେ ରାଜ୍ୟ ସ୍ତରୀୟ

Read More
ରାଜ୍ୟ

ଦୁର୍ଗାପୂଜା ଆମର ସଂସ୍କୃତି ଏବଂ ସାମୂହିକ ସଦଭାବନାର ଅବିଚ୍ଛେଦ୍ୟ ଅଙ୍ଗ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ଦର୍ଶନ କଲେ• ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ• ଆସୁରିକ ଶକ୍ତି ଉପରେ

Read More
ରାଜ୍ୟ

ରାଷ୍ଟ୍ରୀୟ ପତ୍ରକାର ମହାସଂଘର ନୂଆ ଜାତୀୟ କମିଟି ଗଠିତଡକ୍ଟର ପବିତ୍ରମୋହନ ସାମନ୍ତରାୟ ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ: ହଜଖସସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହରେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର କୋର କମିଟିରଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ପୁରୁଣା କମିଟି ଭଙ୍ଗ କରାଯାଇ ନୂତନ କମିଟି ଗଠନ

Read More