ବାଲ୍ୟ ବିବାହ ସମ୍ପର୍କରେ ପଞ୍ଚାୟତ, ବିଦ୍ୟାଳୟ, ସମ୍ପ୍ରଦାୟର କାର୍ଯ୍ୟକାରିତା ଏବଂ ଦାୟିତ୍ୱବୋଧ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଜାରି କଲେ ।
[23:33, 10/21/2024] N Pabitra Sir: * ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୁର୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
- ପଞ୍ଚାୟତ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ, ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଙ୍କୁ ବାଲ୍ୟ ବିବାହ ପାଇଁ ଉତ୍ତରଦାୟୀ କରିଛନ୍ତି ।
ବାଲ୍ୟ ବିବାହ ମୁକ୍ତ ଭାରତ ସହଭାଗୀ ତଥା ଓଡିଶା ଭିଭିକ ପିଟିସନକାରୀ ସୋସାଇଟି ଫର୍ ଏନଲାଇଟେନମେଣ୍ଟ ଆଣ୍ଡ ଭଲ୍ୟୁଣ୍ଟାରୀ ଆକ୍ସନ (ଏସଇଭିଏ) କୃତଜ୍ଞତା ଜଣାଇ କହିଛନ୍ତି, ସମାନ ମଡେଲରେ ସିଏମଏଫଆଇର ଅଂଶ ଭାବରେ ୨୦୦ରୁ ଅଧିକ ଏନଜିଓ କାର୍ଯ୍ୟ କରୁଛନ୍ତି ।
୨୦୦ରୁ ଅଧିକ ଏନଜିଓର ମିଳିତ ମଞ୍ଚ ସିଏମଏଫଆଇ, କେବଳ ୨୦୨୩-୨୪ ମସିହାରେ ସମଗ୍ର ଭାରତରେ ୧, ୨୦,୦୦୦ରୁ ଅଧିକ ବାଲ୍ୟ ବିବାହ ବନ୍ଦ କରିଛନ୍ତି ।
ଚାଇଲ୍ଡ ମ୍ୟାରେଜ୍ ଫ୍ରି ଇଣ୍ଡିଆ (ସିଏମ୍ଏଫ୍ଆଇ) ମିଳିତ ସହଯୋଗୀ ସୋସାଇଟି ଫର୍ ଏନଲାଇଟେନମେଣ୍ଟ ଆଣ୍ଡ ଭଲ୍ୟୁଣ୍ଟାରୀ ଆକ୍ସନ (ଏସଇଭିଏ) ତଥା କାର୍ଯ୍ୟକର୍ତ୍ତା ନିର୍ମଲ ଗୋରାନାଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଆବେଦନକୁ ଶୁଣିବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ ରାୟ ଦେବା ସହିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ ଗ୍ରାମ ସମ୍ପ୍ରଦାୟକୁ ସଚେତନ କରାଇବା ସହିତ ବାଲ୍ୟ ବିବାହର ସମାପ୍ତି ଉପରେ ଗୁରୁତ୍ବ ଦିଆଯାଉଛି । ସର୍ବୋଚ୍ଚ ଅଦାଲତଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ନିଶ୍ଚିତ ଭାବରେ ୨୦୩୦ ସୁଦ୍ଧା ବାଲ୍ୟ ବିବାହର ଅନ୍ତ ଘଟାଇବ ବୋଲି ନିଶ୍ଚିତ କରି ଓଡିଶା ସ୍ଥିତ ଏନଜିଓ ସେବା (ଏସଇଭିଏ)ର ନିର୍ଦ୍ଦେଶକ ଅଳକା ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ନିର୍ଦ୍ଦେଶାବଳୀ ସିଏମଏଫଆଇ ଅଭିଯାନର କାର୍ଯ୍ୟ ଏବଂ ବିଶ୍ଵାସକୁ ସମ୍ପୂର୍ଣ ରୂପେ ପ୍ରତିଫଳିତ କରୁଛି ଏବଂ ଏହା ଦର୍ଶାଉଛି ଯେ, ମିଳିତ ମଞ୍ଚର ୨୦୦ରୁ ଅଧିକ ଏନଜିଓ ଅଂଶୀଦାରମାନଙ୍କୁ ସାମିଲ କରାଯାଇ ନୂତନ ଭାବେ ସଶକ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଦେଶରେ “ବାଲ୍ୟ ବିବାହ ମୁକ୍ତ ଗ୍ରାମ” ପଦକ୍ଷେପ ଆରମ୍ଭ କରାଯିବାକୁ ଆପେକ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହି ମିଳିତ ମଞ୍ଚ କେବଳ ୨୦୨୩-୨୪ ମସିହାରେ ସମଗ୍ର ଭାରତରେ ୫୦,୦୦୦ ରୁ ଅଧିକ ‘ବାଲ୍ୟ ବିବାହ ମୁକ୍ତ ଗ୍ରାମ’ ସୃଷ୍ଟି କରି ପାରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସପିସିଆର)ର ଅଧ୍ଯକ୍ଷ ସସ୍ମିତା ନନ୍ଦ ଏବଂ ସିଏମଏଫଆଇ ସଂଯୋଜକ ରବିକାନ୍ତ ମଧ୍ଯ ସମ୍ବୋସ୍ତ କରିଥିଲେ I
ପିଲାମାନଙ୍କୁ ସେମାନଙ୍କର ଅଧିକାର, ଯୌନ ଶିକ୍ଷା, ପଞ୍ଚାୟତ ଗଠନ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଙ୍କୁ ସେମାନଙ୍କ ଆଖପାଖରେ ହେଉଥିବା ଏଭଳି କାର୍ଯ୍ୟ ପାଇଁ ଉତ୍ତରଦାୟୀ କରିବା ଉପରେ ଏକ ନିର୍ଦ୍ଦେଶନାମା ସମ୍ପର୍କରେ ଆପେକ୍ସ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପ୍ରତିରୋଧ, ସୁରକ୍ଷା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଷେଧାଦେଶର ବାଲ୍ୟ ବିବାହ ଆଇନ (ପିସିଏମଏ) ୨୦୦୬ କାର୍ଯ୍ୟକାରୀ କରିବା ପାଇଁ ମଡେଲ ବ୍ୟବହାର କରାଯିବା ଉଚିତ୍ ବୋଲି ଶୀର୍ଷକୋର୍ଟ କହିଛନ୍ତି I କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି ଉପାୟଟି ସମ୍ପ୍ରଦାୟ ଦ୍ବାରା ପରିଚାଳିତ ହେବା ଉଚିତ ଏବଂ ବାଲ୍ୟ ବିବାହକୁ ରୋକିବାରେ ଶେଷ ପନ୍ଥା ଭାବରେ ବ୍ୟବହାର କରାଯିବା ଉଚିତ୍।
୨୦୩୦ ସୁଦ୍ଧା ଭାରତରେ ବାଲ୍ୟ ବିବାହ ବିଲୋପ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନୂତନ ନିର୍ଦ୍ଦେଶନାମା ପାଇଁ ସୁପ୍ରିମକୋର୍ଟଙ୍କୁ ଗଭୀର କୃତଜ୍ଞତା ଜଣାଇ ଅଳକା ସାହୁ କହିଛନ୍ତି, “ଏହି ନିର୍ଦ୍ଦେଶାବଳୀ ପାଇଁ ଆମେ ସୁପ୍ରିମକୋର୍ଟଙ୍କ ନିକଟରେ ଅଶେଷ..କୃତଜ୍ଞ I ଯାହା ନିଶ୍ଚିତ କରିବ ଯେ ଭାରତ ଶୀର୍ଷବିନ୍ଦୁରେ ପହଞ୍ଚିବ ଏବଂ ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ । ସେ କହିଛନ୍ତି ଯେ ଏହି ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଏବଂ ଗ୍ରାମ କର୍ତ୍ତୃପକ୍ଷଙ୍କ ଦ୍ଵାରା କାର୍ଯ୍ୟକାରୀ ହେଲେ ଏହାର ପ୍ରଭାବ ବହୁଗୁଣିତ ହେବ ଏବଂ ବାଲ୍ୟ ବିବାହ ସମାପ୍ତ ହେବ ।
ସମସ୍ତ ଏନଜିଓ ସହଭାଗୀ, ସିଏମଏଫଆଇ ଅଭିଯାନର ଏକ ଅଂଶ ଭାବରେ, ଦେଶର ୪୦୦ରୁ ଅଧିକ ଜିଲ୍ଲାରେ ପିକେଟ(ପିଆଇସିକେଇଟି) ରଣନୀତି ଅନୁସରଣ କରୁଛନ୍ତି । ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରତିଷ୍ଠାତା ଭୁବନ ରିଭୁଙ୍କ ଦ୍ବାରା ପିକେଟିଂ ରଣନୀତି ପ୍ରସ୍ତୁତ କରାଯାଇଛି। ଏନଜିଓ ସହଭାଗୀମାନଙ୍କ ବ୍ୟତୀତ ଏହି ରଣନୀତିକୁ ବିଭିନ୍ନ ସରକାରୀ ଏଜେନ୍ସି ମଧ୍ୟ ସମର୍ଥନ କରିଛନ୍ତି। ପିକେଟ୍ ପଲିସି, ଇନଷ୍ଟିଚ୍ୟୁସନ, କୋଲାବରେସନ, ନଲେଜ୍, ଇକୋସିଷ୍ଟମ୍ ଏବଂ ଟେକ୍ନୋଲୋଜି ଆଦିକୁ ଗଠିତ I ଏହି ସାମଗ୍ରିକ ଆଭିମୁଖ୍ୟର ପ୍ରୟୋଗ ସହିତ ଗତ ଏକ ବର୍ଷ ମଧ୍ୟରେ ବାଲ୍ୟ ବିବାହ ମୁକ୍ତ ଭାରତ (ସିଏମଏଫଆଇ) ଅଭିଯାନ ଏବଂ ଏହାର ସହଯୋଗୀ ଏନଜିଓମାନେ ୧୨୦,୦୦୦ରୁ ଅଧିକ ବାଲ୍ୟ ବିବାହକୁ ସଫଳତାର ସହ ରୋକିଛନ୍ତି । ଏଥିସହ, ସରକାରୀ ଉଦ୍ୟମରେ ୧୧ଲକ୍ଷରୁ ଅଧିକ ଅସୁରକ୍ଷିତ ପିଲାଙ୍କୁ ବାଲ୍ୟ ବିବାହରୁ ରକ୍ଷା କରାଯାଇଛି।
ନୂତନ ନିର୍ଦ୍ଦେଶାବଳୀ କିପରି ବାଲ୍ୟ ବିବାହ ମୁକ୍ତ ହେବା ଦିଗରେ ଦେଶର ଯାତ୍ରାକୁ ତ୍ବରାନ୍ଵିତ କରିବ ସେ ବିଷୟରେ ଆଲୋଚନା କରି ରବିକାନ୍ତ କହିଛନ୍ତି, “ବାଲ୍ୟ ବିବାହ ଏକ ଗୁରୁତ୍ଵପୂର୍ଣ୍ଣ ବିଶ୍ବ ପ୍ରସଙ୍ଗ। ଏହି ନୀତି ମାଧ୍ୟମରେ ପିଲାମାନଙ୍କ ବିରୁଦ୍ଧରେ ହେଉଥିବା ଏହି ଗୁରୁତର ଅପରାଧର ମୁକାବିଲା କରିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି | ଏହା ମଧ୍ୟ ଆମକୁ ଅତ୍ୟକ ଆନନ୍ଦ ପ୍ରଦାନ କରେ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ଵାରା ଜାରି କରା…
[23:33, 10/21/2024] N Pabitra Sir: Plz update