ରାଜ୍ୟ

ଅଯୋଧ୍ୟାରେ ଦୀପାବଳି: ସରଯୂ ଘାଟ ୨୫ ଲକ୍ଷରୁ ଅଧିକ ଦୀପରେ ଆଲୋକିତ

ଅଯୋଧ୍ୟା: ୫୦୦ ବର୍ଷ ପରେ ରାମନଗରୀର  ମନ୍ଦିରରେ ଶିଶୁରାମ ବିରାଜମାନ କରିବା ପରେ ଅଯୋଧ୍ୟାବାସୀ ଖୁସିରେ ଝୁମି ଉଠିଛନ୍ତି। ପ୍ରଥମ ଦୀପାବଳିରେ ନବ୍ୟ ମନ୍ଦିରରେ ଏକାସାଙ୍ଗରେ ୨୫ ଲକ୍ଷରୁ ଅଧିକ ଦୀପ ଜାଳିବାର ଏକ ରେକର୍ଡ ହୋଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ସରଯୂ ନଦୀର ୫୫ ଘାଟରେ ଲେଜର ସୋ ଜାରି ରହିଛି।  ସମସ୍ତ ଘାଟ ୨୫ ଲକ୍ଷରୁ ଅଧିକ ଦୀପ ଏବଂ ରଙ୍ଗୀନ ଆଲୋକରେ ଆଲୋକିତ ହୋଇଛି। ରାମଲୀଳା ସାଉଣ୍ଡ-ଲାଇଟ୍ ସୋ ମାଧ୍ୟମରେ କରାଯାଉଛି।

Leave a Reply

Your email address will not be published. Required fields are marked *