ରାଜ୍ୟ

ଓଡ଼ିଶା ଆଇନ କମିସନ୍‌ ଗଠିତ, ଜଷ୍ଟିସ୍‌ ବିଶ୍ବନାଥ ରଥ ହେଲେ ଏହାର ଅଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟ ସରକାର ଆଇନ୍‌ କମିସନ ଗଠନ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିସନ ଗଠନ କରାଯାଇଛି। ଓଡ଼ିଶା ଲ’ କମିସନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି।

Leave a Reply

Your email address will not be published. Required fields are marked *