ରାଜ୍ୟ

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ: ମୋଦୀଙ୍କ ‘ଗୁପ୍ତ ଚିଠି’ ନେଇ ପହଞ୍ଚିଲେ ଜୟଶଙ୍କର !

ନୂଆଦିଲ୍ଲୀ:  ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ  ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି। ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଯୋଗ ଦେଇଛନ୍ତି।

ସୂଚନାନୁସାରେ, ଜୟଶଙ୍କର ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ପାଇଁ ଏକ ସ୍ୱତନ୍ତ୍ର ଚିଠି ପଠାଇଛନ୍ତି। ଶପଥ ଗ୍ରହଣ ପରେ ଜୟଶଙ୍କର ଏହି ଚିଠି ଟମ୍ପଙ୍କୁ ପ୍ରଦାନ କରିବେ

Leave a Reply

Your email address will not be published. Required fields are marked *