ଗୋରଖପୁରସ୍ଥିତ ଉତ୍ତର-ପୂର୍ବ ରେଲୱେର ପ୍ରଧାନ ମୁଖ୍ୟ ପରିଚାଳକ ଶ୍ରୀ ଅନୁପ ଶତପଥୀ ଓ ବିଶିଷ୍ଟ ଲ୍ୟାଣ୍ଡସ୍କେପ ଡିଜାଇନର ତଥା ଯୋଗ ବିଶାରଦ ଶ୍ରୀମତୀ ପାରିଜାତ ଶତପଥୀଙ୍କୁ ଭୁବନେଶ୍ୱର ହୋଟେଲ ମେ\’ଫେୟାରଠାରେ ରାଷ୍ଟ୍ରୀ ପତ୍ରକାର ମହାସଂଘ, ନୂଆଦିଲ୍ଲୀର ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମାନିତ କରୁଛନ୍ତି ।