ଜପୁର ଜିଲ୍ଲା ବିଜେପି ପୂର୍ବତନ ସଭାପତି ଶ୍ରୀ ପବିତ୍ର ମୋହନ ଦାସଙ୍କ ପିତା ସ୍ୱର୍ଗତ ଭରତ ଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଜାତୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ,ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ ପ୍ରମୁଖ ତାଙ୍କ ପୈତୃକ ନିବାସ କୋତପୁର ପଞ୍ଚାୟତର ଭାବିଲେ ଗ୍ରାମରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଯାଜପୁର ଜିଲ୍ଲା ବିଜେପି ପୂର୍ବତନ ସଭାପତି ଶ୍ରୀ ପବିତ୍ର ମୋହନ ଦାସଙ୍କ ପିତା ସ୍ୱର୍ଗତ ଭରତ ଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଜାତୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ, ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ, ପୂର୍ବତନ ସଭାପତି ଗୌତମ ରାୟ, ପୂର୍ବତନ ବଡ଼ଚଣା ମଣ୍ଡଳ ସଭାପତି ନୀଳମଣି ବଳ, ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି, ଶିକ୍ଷାବିକାଶ ସମିତି ପ୍ରବନ୍ଧକ ଅରବିନ୍ଦ ସେଣ୍ଡ, କ୍ଷେତ୍ରପାଳ ପୂର୍ବତନ ସରପଞ୍ଚ ଅଶୋକ ସାହୁ, ଦି କଳିଙ୍ଗ କ୍ରୋନିକିଲର ପ୍ରକାଶକ ଅରବିନ୍ଦ ନେକପ, ଦୈନିକ ପର୍ଯ୍ୟବେକ୍ଷକର ଭୁବନେଶ୍ୱର ପ୍ରତିନିଧି ପ୍ରିୟବ୍ରତ ନାୟକ, ବିଜେପି ନେତା ରତିକାନ୍ତ ଦାସ ପ୍ରମୁଖ ତାଙ୍କ ପୈତୃକ ନିବାସ କୋତପୁର ପଞ୍ଚାୟତର ଭାବିଲେ ଗ୍ରାମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।