ରାଜ୍ୟ

ଗୁଣ୍ଡିଖାଇ ଭେଟଘାଟ ଓ ବସନ୍ତ ମହୋତ୍ସବ ପାଳିତ

ମାହେଶ୍ୱରୀ ସେନା ସମ୍ବଲପୁର ପକ୍ଷରୁ 50 ଘର ଖଡୁରା ସମାଜ ଙ୍କୁ ନେଇ ଗୁଣ୍ଡିଖାଇ ଭେଟଘାଟ ଓ ବସନ୍ତ ମହୋତ୍ସବ ଓଡିଶା ସଂସ୍କୃତିକ ସମାଜ ଗୃହରେ ସନତ ସାହୁ ଙ୍କ ଆବାହନ ରେ ପାଳିତ ହେଲା,
ଏଥିରେ ମୁଖ୍ୟ ଅଥିତି ଶ୍ରୀ ଟହାଲୁସାହୁ ଝାରସୁଗୁଡା,
ମୁଖ୍ୟବକ୍ତା ଶ୍ରୀ କିଶୋର ସାହୁ ସମ୍ବଲପୁର,ମୁଖ୍ୟତିଥି, ପୁଷ୍ପରାଜ ପାତ୍ର,ତାରାଚନ୍ଦ ପାତ୍ର, ସୀତାରାମପାତ୍ର, ଚୈତନ୍ୟ ପାତ୍ର, ଜଗବନ୍ଧୁ ସାହୁ, ରାଧେୟଶ୍ୟାମ ସାହୁ, ତୋପରାଜସାହୁ, ପଲ୍ଲବୀ ସାହୁ, ପର୍ଶୁରାମ ପାତ୍ର, ତ୍ରିଫୁଲ ପାତ୍ର, ସତତ୍ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ଏଥିରେ ଗୋକୁଳାନନ୍ଦ ପାତ୍ର ସଭାପତିତ୍ୱ କରିଥିଲେ ଓ ବିଭୁଦତ୍ତସାହୁ ସଂଯୋଜନା କରିଥିଲେ। ଏହି ପରିପେକ୍ଷି ରେ ପବ୍ଲିକ ଭଏସ ସମ୍ପାଦକ ଗୋପୀନାଥ ସାହୁ ସମାଜ ର ଉନ୍ନତି କିପରି ସମ୍ଭବ ସେଥି ପ୍ରତି ପଥ ପ୍ରଦର୍ଶନ କରି ଥିଲେ। ଏହି ସମ୍ମିଲନୀ ରେ ଗୀତାବାଦ୍ୟ ସାଙ୍ଗେ କବିତା ପାଠ ହୋଇ ଥିଲା ।କ୍ରିସନା ସାହୁ ଙ୍କୁ ଏହି ଉପଳକ୍ଷେ ଜାତିର ଗୌରବ ସମ୍ମାନ ରେ ସମ୍ନାନ୍ୱିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *