ରାଜ୍ୟ

ଅସହାୟ ଦମ୍ପତି ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ଚେଞ୍ଜ ଫାଉଣ୍ଡେସନ ଟ୍ରଷ୍ଟ

କଟକ ବାଲୁବଜାର ସ୍ଥିତ ମାଙ୍କଡ ବସା ବସ୍ତି ରେ ଭଙ୍ଗା ଘରେ,ଦୁଃଖ କୁ ଆପଣା କରି ବଞ୍ଚି ରହିଛନ୍ତି ନାରାୟଣ ମାର୍ଥା ଓ ତାଙ୍କ ପତ୍ନୀ କୁନ୍ତଳା ମାର୍ଥା,ଦିନ ଥିଲା ବାଲୁବଜାର ରେ ତାଙ୍କର ଏକ ଜଳଖିଆ ଦୋକାନ ଟେ ଥିଲା ବେସ ଦୁଇ ପଇସା ଲାଭ ହଉଥିଲା ହେଲେ ବୟସ ବଢ଼ିବା ସହ ସେ ଆଉ ଦୋକାନ ଖୋଲି ପାରିଲେନି ସେବେଠୁ ଏହି ଦୁଇ ବୃଦ୍ଧ ଦମ୍ପତି ସରକାର ଙ୍କ ହଜାରେ ଟଙ୍କା ଭତା ଓ ଦଶ କିଲୋ ଚାଉଳ ରେ ଦୁଃଖ କଷ୍ଟ କରି ଚଳି ଆସୁଛନ୍ତି, ଚେଞ୍ଜ ଫାଉଣ୍ଡେସନ ଟ୍ରଷ୍ଟ ଏହି ଗରିବ ଦମ୍ପତି ଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ରାସନ ସଉଦା ଯୋଗାଇବା ସହ ମଉସା ମାଉସୀଙ୍କ ଦୁଃଖ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *