ଜିଲ୍ଲା ସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ ଉଦଯାପିତ ।
ଛତ୍ରପୁର ତା.୦୩.୦୪.୨୦୨୩। ଦେଶ ସୁଦୃଢ ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ
ଶ୍ରୀ ଅଳ୍ପ ବା ମିଲେଟର ଅଭିବୃଦ୍ଧି ଓ ଲୋକ ପ୍ରିୟତା କରିବା ଜରୁରି ହୋଇ ପଡିଛି । ଗତ ମାର୍ଚ୍ଚମାସ ୨୦ ତାରିଖ ଠାରୁ
ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ ପଖଓ୍ବାଡା (ପକ୍ଷ) କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଗଞ୍ଜାମ
ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମର ଶେଷ ପଦଯାତ୍ରା ଛତ୍ରପୁର
ପବ୍ଲିକ ସ୍କୁଲରୁ ଶୁଭାରମ୍ଭ ହୋଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ଶେଷ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ପରିଡା ଏହି
ପଦଯାତ୍ରାଟିର ଶୁଭାରମ୍ଭ କରିଥିଲେ । ପରେପରେ ଜିଲ୍ଲା ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ
ବଧାନରେ ଏକ ସଭା କାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ ଦ୍ଵାରା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ
ତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍କାଇଁ ମୁଖ୍ୟ ଅତିଥ୍ ଭାବେ, ସମ୍ମାନିତ ଅତିଥ୍ ଭାବେ ଉପାଧ୍ୟକ୍ଷା
ରାଜେଶ୍ୱରୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଅନ୍ୟତମ ସମ୍ମାନୀତ ଅତିଥ୍ ଭାବେ, ଜିଲ୍ଲା ସୂଚନା
-ଲାକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ
ନ ଥିଲେ । କୁପୋଷଣର ଶିକାରରୁ ବଞ୍ଚିତ କରିବା ସକାଶେ ପୋଷଣ ପକ୍ଷ ପାଳନ ଦ୍ଵାରା ପୁଷ୍ଟିକର ଖାଦ୍ୟ
। ଦିଗରେ ସଚେତନ କରାଇବା ଏହି ପକ୍ଷ ପାଳନର ଉଦ୍ଦେଶ୍ୟ । ପୋଷଣଯୁକ୍ତ ଖାଦ୍ୟ କଣ ଏବଂ ସେଗୁଡିକୁ
5 ଖାଦ୍ୟ ପ୍ରସ୍ତୁତ କରି ମା ଓ ଶିଶୁ ମାନଙ୍କୁ ଦିଆଯିବା ଆବଶ୍ୟକ ସେ ସମ୍ପର୍କରେ ଅତିଥୁଗଣ ନିଜନିଜ ବକ୍ତବ୍ୟରେ
ଥିଲେ । ଏହି ଦିବସଟିକୁ ଉତ୍ସବ ପାଳନ ଦିବସ ରୂପେ ପରିଗଣିତ ନ କରି ମା ଓ ଶିଶୁ ମାନଙ୍କୁ କିଭଳି ପୁଷ୍ଟିକର
ର ଆବଶ୍ୟକତା ମେଣ୍ଟାଇ ହେବ ସେହି ଦିଗରେ ବର୍ଷ ତମାମ କାର୍ଯ୍ୟକରି ଜିଲ୍ଲାରୁ କୁ ପୋଷଣକୁ ରୋକିବା ଦିଗରେ
କରିବା ପାଇଁ ଉପସ୍ଥିତ ସମସ୍ତ ସିଡିପିଓ, ସୁପରଭାଇଜର, ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧ୍ଵ, କିଶୋରୀ ବାଳିକା,
ସହାୟିକା