ରାଜ୍ୟ

ରାୟଗଡା ଜିଲ୍ଲା ର ମୁଖ୍ୟ ଗଣାପର୍ବ ଚଇତି 2022 କୁ ହକି ୱାର୍ଲଡ଼ କପ କୁ ଦୃଷ୍ଟିରେ ରଖି ରାୟଗାଡ଼ା ଜିଲ୍ଲା ପ୍ରଶାସନ ଚଇତି ପର୍ଵ ଯାହା ୨୦୨୨ ଡ଼ିସେମ୍ବର ଶେଷ ସମୟରେ କରା ଯାଉ ଥିଲା କିନ୍ତୁ ସେହି ଚଇତି ପର୍ଵ ଓ ୱାର୍ଲଡ଼ କପ ଖେଳ ଓ ଚଇତି ପର୍ବ ଦୁଇଟିକି ଏକ କାଳୀନ ଜିଲ୍ଲା ବାସୀ ଉପଭୋଗ କରିବା କୁ ଦୃଷ୍ଟିରେ ରଖି ଜାନୁଆରୀ ୨୦୨୩ ୧୮ ତାରିଖ ରୁ ଧରି ୨୨ତାରିଖ ପାର୍ଯ୍ୟନ୍ତ ରାୟଗାଡ଼ା ସହର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ସୁଭରମ୍ବ

ରାୟଗଡା ଜିଲ୍ଲା ର ମୁଖ୍ୟ ଗଣାପର୍ବ ଚଇତି 2022 କୁ ହକି ୱାର୍ଲଡ଼ କପ କୁ ଦୃଷ୍ଟିରେ ରଖି ରାୟଗାଡ଼ା ଜିଲ୍ଲା ପ୍ରଶାସନ ଚଇତି ପର୍ଵ ଯାହା ୨୦୨୨ ଡ଼ିସେମ୍ବର ଶେଷ ସମୟରେ କରା ଯାଉ ଥିଲା କିନ୍ତୁ ସେହି ଚଇତି ପର୍ଵ ଓ ୱାର୍ଲଡ଼ କପ ଖେଳ ଓ ଚଇତି ପର୍ବ ଦୁଇଟିକି ଏକ କାଳୀନ ଜିଲ୍ଲା ବାସୀ ଉପଭୋଗ କରିବା କୁ ଦୃଷ୍ଟିରେ ରଖି ଜାନୁଆରୀ ୨୦୨୩ ୧୮ ତାରିଖ ରୁ ଧରି ୨୨ତାରିଖ ପାର୍ଯ୍ୟନ୍ତ ରାୟଗାଡ଼ା ସହର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ସୁଭରମ୍ବ ହୋଇଛି। ଚଇତି ପର୍ଵ ର ଶୁଭାରମ୍ଭ ରାୟଗାଡ଼ା ଅଧିଷ୍ଠିତା ଦେବୀ ମା ମଝିଘରିଆଣି ଙ୍କ ନିକଟରେ ପୂଜା ଅର୍ଚନା କରି ମା ମନ୍ଦିର ରୁ କଳସି ଓ ମଶାଲ ଧରି ହଜାର ହଜାର ଭକ୍ତ ଓ ଦର୍ଶକ ଓ ଜିଲ୍ଲା ବାସୀ ମିଳିତ ହୋଇ ବହୁ ଆଡମ୍ବର ଓ ଶୋଭା ପଦଯାତ୍ରା କରି ରାୟଗାଡ଼ା ସହର ପତରିକର୍ମ କରି ଚଇତି ପଡିଆ ମଣ୍ଡପ ରେ ଜିଲ୍ଲାପାଳ, ଜିଲ୍ଲା ଅରଖି ଅଧିକ୍ଷକ, ଜିଲ୍ଲାର ମନ୍ତ୍ରୀ, ସମସ୍ତ ବିଧାୟକ, ନେତା, ସରକାରୀ ଅଧିକାରୀ ଙ୍କ ଉପସ୍ଥିତି ରେ ପୂଜା ଅର୍ଚନା ହେବା ପରେ ଦେଶାତ୍ମକ ବୋଧ ସଙ୍ଗୀତ ପରିବେଷଣ କରିବା ପରେ ସମସ୍ତ ଅତିଥି ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଚଇତି ପଡିଆ ଭିତରେ ଲାଗିଥିବା ବିଭିନ ସରକାରୀ ଓ ବେ ସରକାରୀ ଷ୍ଟଲ ମାନ ପତିଦର୍ଶନ କରି ଉଦ୍ଘାଟନ କରିବା ପରେ ଜିଲ୍ଲା ରୁ ଓ ଜିଲ୍ଲା ବାହାରୁଆସିଥିବା ବିଭିନ କଳାକାର ନିଜର କଳା ସଂସ୍କୃତିକ କାର୍ଯ୍ୟକ୍ରମ ମାନ ମଣ୍ଡପ ରେ ଦେଖିବାକୁ ମିଳିଛି। ଜିଲ୍ଲା ବାସୀ ଖୁସିର ସହ ଚଇତି ପଡିଆ ରେ ବୁଲି ବିଭିନ୍ନ କିସମର ଅସବାସ ପତ୍ର କିଣିବା ସହ ବିଭିନ ପ୍ରକାରର ସ୍ଵାଦିଷ୍ଠ ଖାଦ୍ୟ ଖାଇ ବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ର ଭରପୁର ଆନନ୍ଦ ପାଇ ଥିବା ଦେଖିବାକୁ ମିଳିଛି।ଚଇତି ର ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ନେତା, ମନ୍ତ୍ରୀ ଓ ମାନ୍ୟଗଣ ବ୍ୟକ୍ତି ବିଶେଷ ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଚଇତି ପର୍ଵ ଓ ବିଭିନ ସଂସ୍କୃତିକ କାର୍ଯ୍ୟକ୍ରମ ର ଆନନ୍ଦ ଉଠାଇ ଥିଲେ। ଚଇତି ୨୦୨୨ ପୂର୍ବ ବର୍ଷ ଅପେକ୍ଷା ଅଧିକ ସରସ ଓ ସୁନ୍ଦର ହୋଇଥିବା ଦେଖୁବକୁ ମିଳିଛି। ଚଳିତ ବର୍ଷ ର ଚଇତି ପର୍ଵ ରାୟଗାଡ଼ା ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବୀ ସିଙ୍ଗ ଓ ଜିଲ୍ଲା ଅରଖି ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଙ୍କ ପାଇଁ ପ୍ରଥମ ଚଇତି, କିନ୍ତୁ ଏହି ଦୁଇ ବରିଷ୍ଠ ଅଧିକାରୀ ଙ୍କ ଅକାନ୍ତ ପତିଶ୍ରମ ଓ ପ୍ରଚେଷ୍ଟା ରେ ଚଇତି ୨୦୨୨ ପୂର୍ଣ ମାତ୍ରାରେ ସଫଳ ହୋଇ ପାରିଛି। ତା ସାଙ୍ଗକୁ ଜିଲ୍ଲାର ଅନ୍ୟ ଅଧିକାଟି ତଥା ଜିଲ୍ଲା ମଙ୍ଗଳ ଅଧିକାରି ଶ୍ରୀ ଶତପଥୀ ସାର, ଅତିତିକ୍ତ ଜିଲ୍ଲାପାଳ ଶ୍ରୀ ,ଜିଲ୍ଲା କୃଷି ଅଧିକାରୀ ଶ୍ରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରି ଶ୍ରୀ ବସନ୍ତ ପ୍ରଧାନ,ରାୟଗାଡ଼ା ଥାନା ଅଧିକାରି, ସମସ୍ତ ପୋଲିସ, ସି ଆର ପି ଏଫ ଭାଇ ମାନେ, ରାୟଗାଡ଼ା ପୌର ପାଳିକା ଅଧିକାରି, ପ୍ରମୁଖ ଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗ ରେ ଚଇତି ସଫଳ ତୁପାୟନ ହୋଇ ପାରିଛି। ଏହି କାର୍ଯ୍ୟକ୍ରମ ରେ ବିଭିନ ବିଭାଗରେ ମେଧାବି ଅର୍ଜନ କରିଥିବା କୃତି ଛାତ୍ର ଓ ବ୍ୟକ୍ତି ବିଶେଷ ଙ୍କୁ ଅତିଥୀଙ୍କ ଦ୍ୱାରା ସଂମାନିତ କରିଥିବା ଦେଖିବାକୁ ମିଳିଛି। ଆଗକୁ ଆହୁରି ୪ ଦିନ ଧରି ଏହି ଚଇତି ପର୍ଵ ଓ ପଲିଶ୍ରୀ ମେଳା ଚାଲୁ ରହିବା ସହ ୪ ଧରି ଜିଲ୍ଲା ଓ ଜିଲ୍ଲା ବାହାରୁ ବିଭିନ୍ନ କଳାକାର, ଗୀତିକାର ମାନ ଏହି କାର୍ଯ୍ୟକର୍ମ ରେ ଯୋଗଦାନ କାରିବେ ତେଣୁ ସମସ୍ତ ରାଜ୍ୟ ବସି ଏହି ଚଇତି ପର୍ଵ ରେ ଯୋଗଦାନ କରି ଆନନ୍ଦ ର ଲାଭ ଉଠାଇ ପାଇଁ ଜିଲ୍ଲା ବାସୀ ସ୍ୱାଗତ କରୁଛନ୍ତି ।

Leave a Reply

Your email address will not be published. Required fields are marked *