କୋରୋନ ଯୋଗୁଁ ବନ୍ଧ ହୋଇଯାଇଥିଲା ପୁଣିଦୁଇ ବର୍ଷ ଆରମ୍ଭ
ହୋଇଛି ବ୍ରହ୍ମପୁରର ଆରାଧ୍ୟ ଦେବ
ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା
ଯାତ୍ରା ର ମୁଖ୍ୟ ପରିଚାଳକ ପିଦୁର୍ଗାପ୍ରସାଦ ପି. ଦେବକୀ
ପତ୍ନୀ
ମା’ଙ୍କ ଆଜ୍ଞାମାଳ ପାଇଁ
ଆବାହନ କରି ଅଧିଆ ପଡ଼ିବା ପରେ
ବିଳମ୍ବିତ ରାତିରେ ମା’ଙ୍କ ମସ୍ତକରୁ
ଫୁଲ ଖସିଛି। ଘଣ୍ଟ, ଢୋଲ, ମହୁରୀ,
ନୃତ୍ୟଗୀତ, ପଟୁଆର ବାଜାରୋଷଣି
ଓ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଦୁଇ
ବର୍ଷ ପରେ ବାପଘରକୁ ଯିବା ପାଇଁ ମା’
ନିଜ ମନ୍ଦିରରୁ ପାଦ ବାହାର କରିଥିଲେ।
ବନ୍ଦାପନା ଓ ପଣାପାଣି ଅର୍ପଣ ପରେ
ମା’ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ
ମଣ୍ଡପରେ ବିରାଜମାନ
ମା’ଙ୍କ ଆଗମନରେ
କରିଛନ୍ତି ।
ହୁଳହୁଳିରେ
ଦେଶୀବେହେରା ସାହି ପ୍ରକମ୍ପିତ ହେବା
ସହ ଉତ୍ସବମୁଖର
ହୋଇଉଠିଛି।
କରୁଣାମୟୀଙ୍କ କରୁଣା ଲାଭ ପାଇଁଦେଶୀବେହେରା ସାହିରେ ଶ୍ରଦ୍ଧାଳୁଙ୍କନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି।
ଆସନ୍ତାକାଲି ମା’ ଅସ୍ଥାୟୀ ମଣ୍ଡପରେବିଶ୍ରାମ ନେବେ। ଗୁରୁବାରଠୁ ମା’ଘଟପରିକ୍ରମାରେ ବିଭିନ୍ନ ସାହି ବୁଲିବେ|ଆଜି ରାତି ସାଢେ ୧୨ଟା୨୫ ମିନିଟ୍ରେ ବାପା ତଥା ଯାତ୍ରାରମୁଖ୍ୟ ପରିଚାଳକ ଓ ତାଙ୍କ ପତ୍ନୀ ମା’ଙ୍କୁଆମନ୍ତ୍ରଣ, ଆବାହନ ସହ ଆଜ୍ଞାମାଳପାଇଁ ଘରୁ ବାହାରିଥିଲେ। ଫୁଲ ଚାଙ୍ଗୁଡ଼ି
ଧୁପ, ଦୀପ, ନୈବେଦ୍ୟ
ପରେ ରାତି ୧୨ଟା ୩୦ରେ ଦେବକୀପୂଜାସମ୍ପନ୍ନ
ମସ୍ତକରେ ଫୁଲ ଚାଙ୍ଗୁଡ଼ି ବହନ କରିମା’ଙ୍କ ନିଜସ୍ବ ମନ୍ଦିର ଅଭିମୁଖେ ବିରାଟ
ଶୋଭାଯାତ୍ରାରେ ବାହାରିଥିଲେ।
ଶୋଭାଯାତ୍ରା ରଜାଗୋଜି, ଖାପ୍ପା ସାହି,କଂସାରି ସାହି ବାଟ ଦେଇ ଠାକୁରାଣୀଙ୍କ
ମୁଖ୍ୟ ମନ୍ଦିର ସାମ୍ନାରେ ପହଁଚିଥଲେ।