ରାଜ୍ୟ

ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଆଲୁମ୍ନି ସଂଘ ଏବଂ ଆଶା ଚିକିତ୍ସା ର ସଂଯୋଗରେ ସ୍ବାସ୍ଥ୍ୟ ଶିବିର କାର୍ଯକ୍ରମ।

ଆଜି କାଲି ଏହି ସମାଜରେ ବିଭିନ୍ନ ପ୍ରକାର ର ରୋଗ ବ୍ୟାପିଲାଣି ଆମକୁ ତାର ପ୍ରତିକାର କରିବାକୁ ପଡ଼ିବ ଏହି କଥାକୁ ଆଖି ଆଗରେ ରଖି ଚର୍ମ ଡାକ୍ତର, ଚକ୍ଷୁ ଡାକ୍ତର, ସ୍ତ୍ରୀ ରୋଗ ବିଜ୍ଞାନ ଡାକ୍ତର କାହ୍ଲିକୋଟ ମହାବିଦ୍ୟାଳୟ କୁ ଆସି ଏହାର ନିରୁବିକ୍ଷଣ କରିଥିଲେ। ଏହାର ଉଦଘାଟନ ଡାକ୍ତର ପ୍ରଫୁଲ୍ଲ କୁମାର ମହାନ୍ତି କରିଥିଲେ ଯିଏକି ଏକକ ବିଦ୍ୟାଳୟର କୁଳପତି ଅଛନ୍ତି ତା ସହ କୁ ରୋ register Miss ଶାନ୍ତି ସୁଧା ପାତ୍ର ମଧ୍ୟ ଉପସ୍ଥିତ ଥିଲେ।।ଏଥିରେ ବିଭିନ୍ନ ବିଭାଗ ର ଡାକ୍ତର ଯଥା Dr.E.Jayant Rao (ଚକ୍ଷୁ ଡାକ୍ତର)
Dr.Meenakshi Muni(ଚର୍ମ ଡାକ୍ତର)
Dr.Manoj Kumar Das, Medicines
Dr.Sucheta Mohanty ଡାକ୍ତର ଙ୍କ ସହ ବିଦ୍ୟାଳୟର ସହକର୍ମୀ ଏବଂ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସହ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସ୍ୱେଚ୍ଚାସେବକ ମଧ୍ୟ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *