ଦେଶ- ବିଦେଶ

ବୃହସ୍ପତିରେ ଜୀବନର ସନ୍ଧାନ ପାଇଁ ‘ଜୁସ୍‌ ମିସନ୍‌’ର ସଫଳ ଉତ୍‌କ୍ଷେପଣ

ବର୍ଲିନ : ୟୁରୋପୀୟ ମହାକାଶ ସଂସ୍ଥା ଦ୍ବାରା ଆମ ସୌର ମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତିରେ ଜୀବନର ସନ୍ଧାନ ପାଇଁ ଅନ୍ତରୀକ୍ଷ ଯାନ ‘ଜୁସ୍‌ ମିସନ’ର ଆଜି ସଫଳ ଉତ୍‌କ୍ଷେପଣ ହୋଇଛି। ବୃହସ୍ପତିରେ ଜୀବନ ଅଛି କି ନାହିଁ ତାହା ଏହି ମିସନ୍‌ ଦ୍ବାରା ଜଣାପଡ଼ିବ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *