ରାଜ୍ୟ

ଓଭର ବ୍ରିଜ ନିର୍ମାଣ ପାଇଁ ଦାବୀ ପଟିଆ

ତା 25.04.2023 ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ରେ ନନ୍ଦନ କାନନ ଠାରୁ ଜୟଦେବ ବିହାର ଛକ ଏକ ଜନ ଗହଳି ରାସ୍ତା,ବହୁସଂଖ୍ୟାରେ ଗାଡି ମୋଟର ଏହି ରାସ୍ତାରେ ଚାଲି ଥାଏ ଯାହା ସରକାର୍ ଉପଲବ୍ଧି କରି ଏକ ଓଭର ବ୍ରିଜ ନିର୍ମାଣ ପାଇଁ ପରି କଳ୍ପନା କରିଥିଲେ
କାନନ ବିହାର ଫେଜ୍ର ଦୁଇ ରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ବସବାସ କରନ୍ତି, ରାସ୍ତାର ଅପର ପାର୍ଶ୍ଵ ରେ Reliance ସ୍ମାର୍ଟ ଦୋକାନ ଏବଂ ରାଜ Electronic ଦୋକାନ ସର୍ବଦା ଗହଳି
କାନନ ବିହାର କୁ ଯିବା ରାସ୍ତା ମଧ୍ଯ ସଂକୀର୍ଣ୍ଣ ,
କାନନେଶ୍ୱର୍ ମନ୍ଦିର କୁ ପ୍ରତି ଦିନ ହଜାର ହଜାର ଦର୍ଶକ ଦର୍ଶନ ପାଇଁ ଆସିଥାନ୍ତି ,
ଜନ ସାଧାରଣ ରାସ୍ତା ପାର ହେବାକୁ କୀଟ ଛକ ଆଡ଼କୁ ଯାଇ ରାସ୍ତା ପାର ହୁଅନ୍ତି ,
ଜନ ସାଧାରଣ ଙ୍କ ସୁବିଧା ପାଇଁ ଏକ ପାଦ ଚାଲି ଚାଲି ରାସ୍ତା ପାର ହେବାକୁ ଏକ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସ୍ଥାନୀୟ ବିକାଶ ଫାଉଣ୍ଡେସନ, ସଭାନେତ୍ରୀ, ଶ୍ରୀମତୀ ଗୀତାଞ୍ଜଳି ବିଶ୍ଵାଳ,ଓଡ଼ିଶା ସରକାର, ତଥା ସ୍ଥାନୀୟ ବିଧାୟକ , ଲୋକ ପ୍ରତିନିଧି, ତଥା ବୁଦ୍ଧି ଯିବି ଙ୍କ ଦୃଷ୍ଟି ଆକର୍ଷଣ କରି ଏହି କାର୍ଯ୍ୟକୁ ଅନୁଧ୍ୟାନ କରି ଆମ ଅଞ୍ଚଳ ରେ ବିକାଶ ପାଇଁ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *