ରାଜ୍ୟ

ଏ- ନେଗେଟିଭ ଗ୍ରୁପ ର ବିରଳ ରକ୍ତ ଦାନ କରି ଜୀବନ ଦାନ କଲେ ସ୍ୱରୂପ ।

ବଲାଙ୍ଗୀର/ଟିଟିଲାଗଡ,

ରକ୍ତ ଦାନ ଜୀବନ ଦାନ ହୋଇଥିବା ବେଳେ ଖୁବ୍ କମ୍ ସଂଖ୍ୟକ ନେଗେଟିଭ ରକ୍ତ ଗ୍ରୁପ୍ ସଠିକ୍ ସମୟ ରେ ମିଳିବା କଷ୍ଟକର ହୋଇ ଥାଏ । ସେହିପରି ଟିଟିଲାଗଡ ର ଜଣେ ପ୍ରସୂତୀ ମହିଳା ଙ୍କ ଏ- ନେଗେଟିଭ(A-negetive) ଥିବା ରକ୍ତ ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଡାକ୍ତର ରକ୍ତ ବ୍ୟବସ୍ଥା ତୁରନ୍ତ କରିବା କୁ ପ୍ରକାଶ କରିଥିଲେ । ପ୍ରସୂତି ମହିଳାଙ୍କ ପରିବାର ଲୋକେ ସ୍ଥାନୀୟ ଲିଓ କ୍ଲବ ସଦସ୍ୟ ମହମ୍ମଦ ଶାହିଲ ଙ୍କୁ ରକ୍ତ ଆବଶ୍ୟକତା ନେଇ ଜଣେଇ ଥିଲେ । ଉକ୍ତ ଲିଓ କ୍ଳବ୍ ସଦସ୍ୟ ସ୍ୱରୂପ ଶଙ୍କର ସାହୁ ଉକ୍ତ ଗ୍ରୁପ୍ ର ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚେଇ ବା ରେ ସହାୟକ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *