ନୂତନ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ରେ ଯୋଗଦେଲେ ସାଂସଦ
ସ୍ଥାନୀୟ ଶ୍ରୀ ରାମନଗର ଶ୍ରୀଜଗନ୍ନାଥ ମନ୍ଦିର ରେ ଆଗକୁ ହେବାକୁ ଥିବା ବିଶ୍ପପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ, ନୂତନ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ, ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ସମ୍ମାନନୀୟ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଡ଼ାଃ.ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ,ମାନନୀୟ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ମହାରଣା, ବହୁ କର୍ପୋରେଟର,ସ୍ଥାନୀୟ ବିଶିଷ୍ଟ ଏବଂ ବରିଷ୍ଠ ନେତୃବୃନ୍ଦ,ଭକ୍ତବୃନ୍ଦ ତଥା ମନ୍ଦିର କମିଟି ସଦସ୍ୟ ମାନଙ୍କ ସଙ୍ଗରେ ଉପସ୍ଥିତ ରହି ବ୍ରହ୍ମପୁର ସହରକୁ ଏକ ସ୍ଵଚ୍ଛ, ସୁନ୍ଦର ଏବଂ ବିକଶିତ ସହର କରି ଗଢ଼ିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀପୟରରେ ଆଶିର୍ବାଦ ଭିକ୍ଷା କଲେ.