ବାହାନଗା ଟ୍ରେନ ଦୁର୍ଘଟଣା ଏବଂ ବିଶ୍ଵ ରକ୍ତ ଦାତା ଦିବସ ଉପଲକ୍ଷେ ରକ୍ତଦାନ,
ବ୍ରହ୍ମପୁର
ଦିବ୍ୟ ଜୀବନ ସଂଘ ପକ୍ଷରୁ ବ୍ରହ୍ମପୁର ମେଡିକାଲ ରକ୍ତ ଭଣ୍ଡାର ରେ ବାହାନଗା ଏବଂ ବିଶ୍ଵ ରକ୍ତ ଦାତା ଦିବସ ଉପଲକ୍ଷେ ଦିବ୍ୟ ଜୀବନ ସଂଘ ଲାଞ୍ଜିପଲ୍ଶାଖା ର ପ୍ରତିଷ୍ଠାତା ଓ ୟୋଗା ଚାର୍ୟ ସ୍ବାମୀ ହରି ଶରଣା ନନ୍ଦ ସରସ୍ଵତୀ ଆଯୋକୁ ପ୍ରାୟ ଦିର୍ଗ କୋଡ଼ିଏ ବର୍ଷ ହେଲା ଭଳିଣ୍ଟରୀୟେର ଭାବେ ରକ୍ତ ଦାନ କରି ଆସୁଛନ୍ତି ତତ୍ ସଙ୍ଗେ ସଙ୍ଗେ ଯେଉଁମାନଙ୍କୁ ଆବଶ୍ୟକ ଅନୁସାରେ ରକ୍ତ ଦାନ କରନ୍ତି ସ୍ବାମୀ ଶିବାନନ୍ଦ, ସ୍ବାମୀ ଚିଦାନନ୍ଦ କହନ୍ତି ରକ୍ତ ଦାନ ମହାପୁଣ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରାଣ ବଞ୍ଚାଇବା ବିଶେଷ କରି ବର୍ତ୍ତମାନ ର ଯୁବାପିଡି ଆଗେଇ ଆସି ଏହି ମହତ କାର୍ଯ୍ୟ ରେ ଆଗେଇ ଆସି ଅନ୍ୟ ମାନଙ୍କୁ ପ୍ରେରଣା ଦାୟକ, ମାର୍ଗ ଦର୍ଶନ ହେବା ଆବଶ୍ୟକ ଏହିପରି ପରିପେଖୀ ରେ ରକ୍ତ ଭଣ୍ଡାର ର କର୍ମଚାରୀ ସାହାଯ୍ୟ ସହଜଗ କରିଥିଲେ