ରାଜ୍ୟ

ମଧୁବାବୁ ମେଧା ସେବା ସମ୍ମାନ

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧୁ ଓଡ଼ିଆ ସେନା ପକ୍ଷରୁ ଆସନ୍ତା ଜୁନ୍ ୨୨ ତାରିଖ,ଗୁରୁବାର ଅପରାହ୍ନ ୪ ଘଟିକା ୩୦ ମିନିଟ୍ ସମୟରେ ଚଳିତ ନିଟ୍ ୟୂଜି ପରୀକ୍ଷାରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବେଲେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ରୁ ୫୭୫ ନମ୍ୱର୍ ଓ ତଦୂର୍ଦ୍ଧ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧୁବାବୁ ମେଧା ସେବା ସମ୍ମାନ ରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ସନ୍ତରା ଛକ “ସଂସ୍କୃତି ଭବନ” ରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଏଣୁ, ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉକ୍ତ ତାରିଖ, ଦିବସ ଓ ସମୟରେ ଉପସ୍ଥିତ ହୋଇ ପଞ୍ଜିକରଣ କରି ନିଜର ପୁରସ୍କାର ଗ୍ରହଣ କରିବାକୁ ଅନୁଷ୍ଠାନର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ।
ଯୋଗାଯୋଗ : ପଦ୍ମାକର guru- ୬୩୭୦୯୬୫୯୭୮/ ପ୍ରସନ୍ନ କୁମାର ମିଶ୍ର : ୯୪୩୭୩୧୪୯୮୮, ଭୁବନ ମୋହନ ମହାନ୍ତି : ୭୦୦୮୩୫୨୨୨୮.

Leave a Reply

Your email address will not be published. Required fields are marked *