ବାପା ଓ ପିଲା ଙ୍କ ଜୀବନୀ କୁ ବାଲୁକା କଳା ମାଧ୍ୟମରେ ସଚେତନା କରାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।।
ଆସନ୍ତୁ ଆଜି ପିତୃ ଦିବସ ରେ ଶପଥ ନେବା ନିଜ ପିତା ମାତା ଙ୍କୁ ଯତ୍ନ ନେବା। ବାବା, ପିତା,ନାନା, ନାମରେ ଆମେ ଡାକିଥାଉ। ବାବା ନିଜେ ନ ଖାଇ ପିଲାଙ୍କ ପାଇଁ ଆଣିଥାନ୍ତି। ନିଜେ ଭଲ ନ ପିନ୍ଧି ପିଲାଙ୍କ ପାଇଁ ଭଲ ଲୁଗାପଟା ଅନନ୍ତି । ନିଜ ଦୁଃଖ ପିଲାଙ୍କୁ କେବେବି ଜାଣନ୍ତି ନାହିଁ ।
କିନ୍ତୁ ଦୁଃଖ ଲାଗେ ଆଜିର ଯୁବପିଢି ଙ୍କ କଥା ଶୁଣିଲେ। ନିଜର ସୁଖ ପାଇଁ ବାପା ମା ଙ୍କୁ ସେବା କରିବା ଦୁରରକଥା। ବୁଦ୍ଧଆଶ୍ରମ ରେ ଛାଡି ଦିଅନ୍ତି। ସେମାନେ ଭୂଳିଯାଉଛନ୍ତି ଯେ କାଲି ସେମାନେ ବାବା ହେବେ।
ସତ୍ୟ ନିଜ କଳା ମାଧ୍ୟମରେ ସମସ୍ତ ଯୁବପିଢି ଙ୍କୁ ଅନୁରୋଧ କରିଛନ୍ତି।
ସମସ୍ତେ ନିଜ ପିତା ମାତା ଙ୍କୁ ସେବା ଯତ୍ନ ଓ ଭଲପାଇବା। ସମ୍ମାନ ଦିଅନ୍ତୁ