ରାଜ୍ୟ

ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ, କେନ୍ଦ୍ରାପଡ଼ା ଜିଲ୍ଲା ର ସେବା କାର୍ଯ୍ୟ

କେନ୍ଦ୍ରାପଡ଼ା:-

ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ – କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ପ୍ରତିନିଧି ଙ୍କ ମିଳିତ ସହଯୋଗ ଦ୍ୱାରା ପବିତ୍ର ରଥ ଯାତ୍ରା, ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଶତାଧିକ ଭକ୍ତ ଙ୍କ ସହଯୋଗରେ ପବିତ୍ର ରଥଯାତ୍ରା ସମ୍ପନ୍ନ ହୋଇଛି ।

ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସ୍ବେଛାସେବୀ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ଜଳୀୟ ପାନୀୟ ବଣ୍ଟନ, ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ- ଏକ ଅଗ୍ରଣୀ ଆନ୍ତର୍ଜାତୀୟ ମାନକ ସଂଗଠନ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଛି, ଯାହା ମାନବିକ ଅଧିକାର କୁ ଉଲଘଂନ ବିରୁଧ୍ୟରେ ସ୍ୱର ଉତତୋଳନ ସହିତ ବିଭିନ୍ନ ପ୍ରକାର ସାମାଜିକ ଓ ଜଣ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ରହୀ ଥାଏ।

କେବଳ ଓଡ଼ିଶା ରାଜ୍ୟ ର ନୁହେଁ, ବରଂ ଭାରତ ବର୍ଷ ଏମ୍ବ ବିଶେଷ ର ହଜାର ହଜାର ସଦସ୍ୟ ଙ୍କୁ ନେଇ ଆଇଏଚ୍ଚଆର୍ଡି ଏମ୍ବ୍ ସମୁଦାୟ ମାନବିକ ଅଧିକାର ର ସୁରକ୍ଷା ପାଇଁ, ଆମର ସମାଜ ନିଶ୍ୱାର୍ଥ ପର ସେବା ରେ ଜଡ଼ିତ। ଜାତି, ଧର୍ମ, ରଙ୍ଗ, ଲିଙ୍ଗ ଏମ୍ବ ଭାଷାର କୌଣଷି ଭେଦଭାବ ନ କରି ଏମ୍ବ ସର୍ବଦା ମାନବିକ ଅଧିକାର କୁ ଉଲଂଘନ ନ କରିବା ନିମନ୍ତେ ଆଇଏଚ୍ଚଆର୍ଡି ସଂସ୍ଥା ମାନବିକ ଅଧିକାର କୁ ପ୍ରୋହାସ୍ଚନ ଏମ୍ବ ସାମ୍ବିଧାନିକ ନିୟମ ର ସୁରକ୍ଷା ରଖିବାକୁ କରିବା କୁ ପ୍ରତିଶ୍ରୁତିବଦ୍ଧ ।

ସାମ୍ବିଧାନିକ ନିୟମ ର ସୁରକ୍ଷା ତଥା ସାଧାରଣ ଲୋକ ଙ୍କୁ ଯେ କୌଣସି ବ୍ୟକ୍ତି ଙ୍କ ଦ୍ୱାରା ଦୁର୍ନୀତି ବିରୋଧରେ ଲଢ଼େଇ ନିମନ୍ତେ ସଶକ୍ତିକରଣ କରିବା ପାଇଁ ପ୍ରତେକ ଦିଗରେ “ସାମାଜିକ ନ୍ୟାୟ ଏମ୍ବ୍ ଶକ୍ତି” ସମ୍ବଦରେ ଏହାର ସାମାଜିକ ସେବା ପ୍ରଦାନ କରିବା। ସାଧାରଣ ଜନତାଙ୍କ, ଆଇନ୍ ଗତ ଅଧିକାର ଉଲ୍ଲଙ୍ଘନ ଏମ୍ବ ସମାଜରେ ଗ୍ରାଉଣ୍ଡ ଜ୍ଜିରୋ ରେ ସବୁ ବେଳେ ଆବଶ୍ୟକ ସହଯୋଗ ବିସ୍ତାର ସହିତ ସମାଜର ଦୁର୍ନୀତି ଦୂର କରିବାର ସ୍ୱର ଉତୋଳନ କରିବାକୁ ଜନ ସାଧାରଣ ଙ୍କୁ ଶିକ୍ଷା ଦିଆଯାଇଥାଏ।

ସାଧାରଣଙ୍କ ଜନତା ଙ୍କୁ ହଇରାଣ କରୁଥିବା, ବ୍ୟକ୍ତିଙ୍କ ମାନବିକ ଅଧିକାରର ପରାମର୍ଶ, ସୁରକ୍ଷା, ପ୍ରୋତ୍ସାହନ ଏବଂ ରକ୍ଷା ପାଇଁ ବିଶେଷଜ୍ଞ ରୂପରେ କାର୍ଯ୍ୟ କରି ଆସୁଛନ୍ତି। ଆମର ବିଶେଷଜ୍ଞ ଦଳ ଜାତି, ଧର୍ମ, ଲିଙ୍ଗ ଏବଂ ଭାଷାର କୌଣଷି ବିନା ଭେଦଭାବ ରେ, ମିଳିତ ଭାବରେ ମାନବ ଅଧିକାର ରକ୍ଷାକାରୀ, ମିଳିତ ସଂଗଠନ ଭାବରେ ଜାତି ସଙ୍ଘର ନିୟମ ଓ କାନୁନ୍ ମାନି ସମଗ୍ର ବିଶ୍ଵ ରେ ପ୍ରମାଣିତ ହୋଇଛି ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଅଧ୍ୟକ୍ ଓ ପ୍ରତିଷ୍ଟାତା ଶ୍ରୀଯୁକ୍ତ ମୀନ କେତନ ପଟ୍ଟନାୟକ କହଛନ୍ତି।

ସମ୍ପ୍ରତି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ଜାତିସଂଘରୁ ଇକୋସୋକ୍ ପ୍ରମାଣପତ୍ର ପ୍ରାପ୍ତ କରିଛନ୍ତି | ଜାତିସଙ୍ଘ ଇକୋସୋକ୍ ଲକ୍ଷ୍ୟ ହେଉଛି, ସମଗ୍ର ବିଶ୍ୱର ନିରନ୍ତର ବିକାଶର ତିନୋଟି ଦିଗ – ସମାଜରେ ଅର୍ଥନ୍ୟେତିକ, ସାମାଜିକ ଏବଂ ପରିବେଶ କୁ ସମଗ୍ର ବିଶ୍ୱରେ ସେବା ର ପ୍ରତୀକ ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଗଲ୍ଫ ଦେଶ ର ସଭାପତି ଓ ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ – ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *