ବର୍ଷା ଋତୁ ଯଦି ଓ ନଳକୂପ ଅଚଳ ଥିବାରୁ ଗାଁ ଲୋକ ପିଇବା ପାଣି ଆସିଗଲାଣି, ତଥାପି ବ୍ରହ୍ମପୁର ଉପକଣ୍ଠ ତଥା ପାଇଁ ହନ୍ତସନ୍ତ
କୁକୁଡାଖଣ୍ଡି, ୨୦।୭:
ବର୍ଷା ଋତୁ ଯଦି ଓ ନଳକୂପ ଅଚଳ ଥିବାରୁ ଗାଁ ଲୋକ ପିଇବା ପାଣି ଆସିଗଲାଣି, ତଥାପି ବ୍ରହ୍ମପୁର ଉପକଣ୍ଠ ତଥା ପାଇଁ ହନ୍ତସନ୍ତ ହେଉଛନ୍ତି। ଗାଁ ନିକଟରେ ବୋହି କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଠି ଗ୍ରାମବାସୀଙ୍କ ଯାଉଥିବା ସାପୁଆ ନଦୀକୁ ଯାଇ ପାଣି ଛାଣି ମୁଣ୍ଡରେ ପାଇଁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇ ରହିଛି। ବୋହି ରସ, ବାଲଟିରେ ବୋହି ଆଣୁଛନ୍ତି। ଗାଁ ପ୍ରତ୍ୟହ ଗାଁର ବହୁସଂଖ୍ୟକ ମହିଳା, କିଶୋରୀ, ଲୋକଙ୍କ ଅଭିଯୋଗ ଏ ବାବଦରେ ବିଡିଓ, ଗ୍ରାମ୍ୟ ବାଳିକାମାନେ ମୁଣ୍ଡରେ ଡେକ୍, ଗରା, ବାଲଟି ଜଳଯୋଗାଣ ଓ ପରିମଳ ବିଭାଗୀୟ ଯନ୍ତ୍ରୀଙ୍କୁ ଧରି ବହୁ ଦୂରକୁ ଯାଇ ପାଣି ବୋହି ଘରକୁ ସମସ୍ୟା ବାବଦରେ ଅବଗତ କରାଯାଇଛି। ହେଲେ ଆସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ଦୁଇ ଏଯାବତ କୌଣସି ସୁଫଳ ମିଳିପାରିନାହିଁ । ଜନୈକ ସପ୍ତାହ ହେଲା ଏହି ସମସ୍ୟା ଅଧିକ ଗୁରୁତର ଠିକାଦାରଙ୍କ ଯୋଗୁଁ ଏହି ସମସ୍ୟା ଦିନକୁ ଦିନ ଜଟିଳ ହୋଇଛି। ପାନୀୟ ଜଳ ପ୍ରକଳ୍ପରେ ଅଚଳାବସ୍ଥା, ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଏଥ୍ୟପ୍ରତି ତୁରନ୍ତ ଭୂତଳ ଜଳସ୍ତର ହ୍ରାସ, ଜଳାଶୟ ପ୍ରଦୂଷିତ ଓ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।