ରାଜ୍ୟ

ଓଡ଼ିଶା ସରକାରଙ୍କ ପକ୍ଷରୁ=5=T ମୋ ସରକାରଙ୍କର ଦ୍ୱାରା ଗ୍ରାମପଞ୍ଚାୟତ ରେ ବିକାଶ, ଲକ୍ଷ୍ୟ ଉପରେ. DRDA ର ତରଫରୁ ପୋଗ୍ରାମ ମ୍ୟାନେଜର ଟ୍ରେନିଂଗୃହରେ GPDP ଉପରେ ଆଲୋଚନା

ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ ସଦର ବ୍ଲକ ତରଫରୁ ନାଗାପାଟଣା ସ୍ଥିତ ତାଲିମ କେନ୍ଦ୍ର ଠାରେ ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣ ବିଷୟ ଠ୧ଦରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜିବିକାଯୁକ୍ତ ଗ୍ରାମପଞ୍ଚାୟତ ଜିଲ୍ଲା ଗ୍ରାମ ପଞ୍ଚାୟତ ସାଧାନ କେନ୍ଦ୍ରପୁରୀ ତା ୨୦,୭,୨୦୭୩ଜିଲ୍ଲାପରିଷଦ ପୁରୀ ରାଜ୍ୟ ଗ୍ରାମ ଉନ୍ନ ଯୁନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପଞ୍ଚାୟତରାଜ ଓ ପାନିୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ=5=T ମୋ ସରକାରଙ୍କର ଦ୍ୱାରା ଗ୍ରାମପଞ୍ଚାୟତ ରେ ବିକାଶ, ଲକ୍ଷ୍ୟ ଉପରେ. DRDA ର ତରଫରୁ ପୋଗ୍ରାମ ମ୍ୟାନେଜର ଟ୍ରେନିଂଗୃହରେ GPDP ଉପରେ ଆଲୋଚନା କରିଥିଲେ ଏହି ଟ୍ରେନିଙ୍ଗରେ ମଞ୍ଚରେ ପୁରୀ ସଦର ବିଡ଼ିଓ ଶ୍ରୀଯୁକ୍ତ ସମୂତ୍ ସତପଥି, ଏ ବିଡିଓ ଶ୍ରୀଯୁକ୍ତ ମନୋଜ ବେହେରା, ପୋଗ୍ରାମ ମ୍ୟାନେଜର ତୁପ୍ତି ବଡଜେନା, ପ୍ରମୁଖ ଉପସ୍ଥିତ ଥିଲେ ସର୍ବପ୍ରଥମେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଡିଆରଡିଏ ପିଡି ଶ୍ରୀଯୁକୃ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥ ନିକଟରେ ପଦିପଜ୍ୱଳନ କରି ଟ୍ରେନି . ଆରମ୍ଭ କରିଥିଲେ ଏହି ଟ୍ରେନିଙ୍ଗ ରେ ଶରପଞ୍ଚ । ପିଆର ମେମ୍ବର ୱ ୲ଡ୍‌ ମେମ୍ବର ,ବ୍ୟାଙ୍କ ମିତ୍ର, ଆଶାକର୍ମୀ । ଅଙ୍ଗନବାଡି କର୍ମୀ, ମହିଳା ଏସଏଚଜି ଗୃପର ବିଆର୍ ସି । ସିଆର୍ ସି ପ୍ରମୁଖ ୪୫ ଜଣ ଉପସ୍ଥିତିଥିଲେ ଗ୍ରାମ ପଞ୍ଚାୟତର ଉନ୍ନତୀ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲେ ବି ଉପସ୍ଥିତ କିଛି ସଭ୍ୟା କହିଥିଲେ ଯେ ଯାହା ଶିକ୍ଷା ଦିଆଯାଉଅଛି ତାହା ପଞ୍ଚାୟତ ସମିତି ବା ଗ୍ରାମପଞ୍ଚାୟତର । ଶରପଞ୍ଚଙ୍କ ମାସିକ ବଇଠକରେ ହେଉ ବା ଗ୍ରାମସଭାରେ କାର୍ଯ୍ୟ କର୍ମ ହେଉନାହିଁ ବୋଲି ମତପ୍ରକାଶ ପରି ପ୍ରକାଶ ହୋଇଥିଲା ଏହି କାର୍ଯ୍ୟଦିନ ୯ଟାରୁ ଅପରାହ୍ମ ୫ଟା ପର୍ଯ୍ୟନ୍ତ ହୋଇଥିଲା ପୁରୀକୁ ପ୍ରସନ୍ନ କୁମାର ଲେଙ୍କାଙ୍କ ରିପୋଟ

Leave a Reply

Your email address will not be published. Required fields are marked *