ବର୍ଷା ଯୋଗୁଁ ଗାଁ ରୁ ଗାଁ ବିଛିର୍ନ
ହିନ୍ଦୋଳ :-
:-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପୁରୁଣାକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଂକାଳୁ ଠାରେ ବର୍ଷା ଯୋଗୁଁ ଏତେ ପାଣି ହୋଇଯାଇଛି ଯେ ଦଶ ରୁ ପନ୍ଦର ଟି ଗାଁ ଯିବା ଆସିବାରେ ବିଛିର୍ନା ହୋଇଯାଇଛି!କୌଣସି ବିପଦ ପଡିଲେ ମେଡିକାଲ ଯିବା କଷ୍ଟକର ହୋଇପଡିବ!ସେହି ଏରିଆ ର ଲୋକ ମାନଙ୍କ ଚିନ୍ତା ଯଦି ମେଡିକାଲ ଯିବାକୁ ପଡେ କିପରି ଯିବେ!ସ୍କୁଲ ପିଲାମାନେ ପାଠ ପଢି କିପରି ଯିବେ ସେଥିପାଇଁ ପିଲାଙ୍କ ଅଭିଵାବକ ମାନଙ୍କ ଚିନ୍ତା ହୋଇଯାଇଛି!ଗୋଟିଏ ଗାଁ ର ଲୋକ କାମ ପଡିଲେ ଆଉ ଗୋଟିଏ ଗାଁ କୁ କିପରି ଯିବେ ସେଥିପାଇଁ ଚିନ୍ତାରେ ଗ୍ରାମବାସୀ!ଏହି ପରିପେକ୍ଷୀରେ ଗ୍ରାମବାସୀ କଣ କରିବେ ସେମାନେ ଚିନ୍ତାରେ ଅଛନ୍ତି!