ରାଜ୍ୟ

ସୁନାବେଡା କନିଷ୍ଠ ମହାବିଦ୍ୟାଳୟ ରେ ଆଦିବାସୀ  ଦିବସ ପାଳିତ

ସେମିଳିଗୁଡା : ଆଜି ସୁନାବେଡା ଉଚ୍ଚମାଧ୍ୟମିକବିଦ୍ୟାଳୟରେ,ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି,ଏହି  ଅବସରରେ  କାର୍ଯକ୍ରମର ଆବାହିକାଅଧ୍ୟାପିକା  ଅଙ୍କୁରିତା ନାୟକ,  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମ ରେ କୋରାପୁଟ 

ବନବାସୀ ,ମାନଙ୍କ ଖାଦ୍ୟଦ୍ରବ୍ୟ, ଆଦିବାସୀ ସାମଗ୍ରୀର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା ,ଏହା ସହ ଏକ ସଭା  ଆୟୋଜନ କରି  ବନବାସୀ ମାନଙ୍କର ଉତ୍ତର ଦାୟିତ୍ବ ,କର୍ତବ୍ୟ , ସଚେତନତା ବିଷୟରେ ଆଲୋଚନା  କରାଯାଇଥିଲା , ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି,  ଅଧ୍ୟାପିକା  ବିଦ୍ୟୁତ ପ୍ରଭା ରାଉତ, ମୁଖ୍ୟ ବାକ୍ତା ଡ଼ ବାସୁଦେବ ସାହୁ,ମହାବିଦ୍ୟାଳୟ ର ଅଧ୍ୟକ୍ଷାପିକା ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶନି ପଟ୍ଟନାୟକ,ଅଧ୍ୟାପିକା ପ୍ରାଚିପରିଜିତା ପନ୍ଡା , ଅଧ୍ୟାପକ ମନରନ୍ଞନ ସା୍ଇଁ ପ୍ରମୁଖ ପ୍ରଦୀପପ୍ରଜୂଳନ କରି  ଉଦ୍ ଘାଟନ କରିଥିଲେ।  ଅଧ୍ୟାପିକା  ଅଙ୍କୁରିତା ନାୟକ ସା୍ଗତ ଭାଷଣ ଓ ଅତିଥି ,  ଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରିଥିଲେ, ସେହିପରି  ଅଧ୍ୟାପକ ବାସୁଦେବ ସାହୁ ତାଙ୍କର  ପିଏଚ୍ଡ଼ ର  ଥେସିସ୍ ପୁସ୍ତକ ” କୋରାପୁଟ ର କନ୍ଧ ସମ୍ପ୍ରଦାୟ” ପୁସ୍ତକ ଟି ମହାବିଦ୍ୟାଳୟ ର ପାଠାଗାର କୁ ପ୍ରଦାନ କରି ଅଧ୍ୟକ୍ଷା ଙ୍କ ହସ୍ତାନ୍ତର କରି ଥିବାବେଳେ , ପ୍ରାଚୀପରିଜିତା ଧନ୍ୟବାଦ  କରିଥିଲେ ଓ ଶେଷରେ  ଛାତ୍ରୀ ମାନଙ୍କ ଦ୍ବାରା ଆଦିବାସୀ ନୃତ୍ୟ ଢେମସ୍  କରାଯାଇଥିଲା

Leave a Reply

Your email address will not be published. Required fields are marked *