ରାଜ୍ୟ

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆନ୍ଦୋଳନ 

(ବିରବଲ ପ୍ରଧାନ)ନୂଆପଡା ଜ଼ିଲ୍ଲା ଖଡ଼ିଆଳଠାରେ ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଦିବାସୀଙ୍କ ପାର୍ଟି ହେଉଥିବା ଅନ୍ୟାୟ,

ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଇଥିବା ଆଇନ ପ୍ରତିବାଦରେ ସୋମବାର ଦିନ 

ଭାରତ ବନ୍ଦ କରାଯାଇଥିଲା, ବନ୍ଦକୁ ଖଡ଼ିଆଳ ସଙ୍ଗଠନ, ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ସମର୍ଥନ କରି 

ସାମିଲ ହୋଇଥିଲେ l ବନ୍ଦ ଅବସରରେ ଖଡ଼ିଆଳ ଥାନା ଛକଠାରେ ଦୁଇ ଘଣ୍ଟା ରାସ୍ତା ଅବରୋଧ କରିଥିଲେ l ରାଷ୍ଟ୍ରିପତିଙ୍କ 

ଉଦ୍ଦେଶ୍ୟରେ ଖଡ଼ିଆଳ ଥାନାଧିକାରୀଙ୍କୁ ପ୍ରଦାନ କରାଯlଇଥିଲା l ବନ୍ଦରେ ଆଦିବାସୀ ଏକତା ପରିଷଦ ସଭାପତି ଆର୍ତତ୍ରାଣ 

ତ୍ୟାଗୀ, ଭାରତ ମୁକ୍ତି ମୋର୍ଚ୍ଚା ସୁବ୍ରତ ବଘେଲ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ନିଉ ନାୟକ, ଯୁଗେଶ୍ବର ଶବର, ହ୍ରୁଦାନନ୍ଦ ସୁନାନୀ 

ପ୍ରମୁଖ ବନ୍ଦରେ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *