ରାଜ୍ୟ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ  ଲୋକଲୋଚନକୁ ଆଣିବା ପାଇଁ ତା୧୮/୮। ୨୦ ୨୩/ଦିନ ପୁରୀ ଜିଲ୍ଲାରେସମସ୍ତ ବ୍ରକ଼ ଘେରାଉ  କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାର ପୁରୀ ଭିଆଇପି ରୋଡ ନିକଟସ୍ଥ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତିଜୟୀନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବଇଠକ ଅନୁଷ୍ଠିତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ  ଲୋକଲୋଚନକୁ ଆଣିବା ପାଇଁ ତା୧୮/୮। ୨୦ ୨୩/ଦିନ ପୁରୀ ଜିଲ୍ଲାରେସମସ୍ତ ବ୍ରକ଼ ଘେରାଉ  କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାର ପୁରୀ ଭିଆଇପି ରୋଡ ନିକଟସ୍ଥ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତିଜୟୀନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବଇଠକ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକସଭାରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଦିର୍ଘ ୨୨ ବର୍ଷ ହେବ ଶାସନ ରହି ବିକାଶ କରିପାରିଲେ ନାହିଁ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି . ଭୋଟର୍ ବୁଝିଗଲେଣୀ   ପୁରୀ ଜିଲ୍ଲାର ର ଖୋଦ ପୁରୀ ରେସର୍ବ ଭାରତୀୟ ସ୍ତରରେ ବିଶ୍ଵପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁଚାରିଦ୍ଵାର ନ ଖୋଲି ଗୋଟିଏ ଦ୍ଵାର ବାଟେ ଯିବାଆସିବା ଭକ୍ତ ମାନେ ବହୁ ଅସୁବିଧାରେ ସମୁଖୀନ ହେଉଛନ୍ତି । ବେକାରୀ ସମାସ୍ୟା ।ପାଣି । ରାସ୍ତାଘାଟ ବିଦ୍ୟୁତ, ଶିକ୍ଷା ବେବ୍ୟସ୍ଥା କହିଲେ  ନ ଚଳେ, ଏପଟେ ଶ୍ରୀମନ୍ଦିରର ରନ୍‌ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଦର୍ଶାଯାଉ ନାହିଁ ନ୍ୟାୟାଳୟର ଆଦେଶକୁ ରାଜ୍ୟ ସରକାରଙ୍କ ପ୍ରଶାସନ ମାନୁନାହାନ୍ତି ,ଫନି ର ସାହାୟତା ଓ ୨୦ ୨୨ ମସିହାର ବନ୍ୟା ଅଞ୍ଚଳରେ ବୁଡ଼ି ରହିଥିବା ଲୋକଙ୍କୁ ଅଦ୍ଯାବିଧୁ ସହୟତା ମିଳି ପାରିଲା ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ଅନିୟମିତତା ଅଭିଯୋଗ କଲେ ପ୍ରଶାସନ ଚୁପ ରହିବା ସହ ସରକାରୀ କାର୍ଯ୍ୟାଳୟ ରେ ହତା ଧାରୀ    ପିସି ନ ଦେଲେ ହିତାଧାରୀ ମାନେ କଲ ବଲ ହେବା । ଏପଟେ ମହିଳା ଏସ୍‌ଏଚଜି ଗଠନରେ ପାତରଅନ୍ତର । ମହିଳା ସଶକ୍ତିକରଣରେ ନାରୀମାନଙ୍କୁ ସମ୍ମାନ ନଦେଇ ମିଥ୍ୟା ପ୍ରତିଶୃତି ଦେବା ବିଭିନ୍ନ ଦାବୀ ନେଇ  ବ୍ଲକ୍କ୍   ଘୋରାଉ କରାଯିବ   ଏହି ସଭାରେ  ଯୁବ ଛାତ୍ର, ମହିଳା ଆଇନ୍ ସେଲ ସେବା ଦଳ , କର୍ମକର୍ତ୍ତାସହ ବିନାୟକ ଦାସ ମହାପାତ୍ର, ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଆପାର ଗତାକୁ  ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ବିଧାନସଭା ସଭାପତି ପୂର୍ଯ୍ୟକାନ୍ତ ପଣ୍ଡା ଘୋର ନିନ୍ଦା କରିବା ସହ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମନ୍ତ୍ରୀ ହେଉ ବା  =5 T  ର ସରକାରୀ ଅଧିକାରୀ ହୁଅନ୍ତୁ ଜନସାଧାରଣଙ୍କୁ ନ୍ୟାୟ   ନ ଦିଅନ୍ତି ତେବେ ପୁରୀ ଜିଲ୍ଲାର ପ୍ରତେକ ସ୍ଥାନରେ  ମନ୍ତ୍ରୀ , ସହିତ 5. T ଅଧିକାରୀଙ୍କୁ ପ୍ରବଳ ବିରୋଧ ସହ ଟମାଟ ମାଡ ହେବ ସେଥିପାଇଁ ସରକାର ଦାୟୀ ରହିବେ

Leave a Reply

Your email address will not be published. Required fields are marked *