ରାଜ୍ୟ

କୃଷି ବୀମା ରାଶି ପ୍ରଦାନ ଦାବିରେ ଜାତୀୟ ରାଜପଥ ଅବରୋଧ

ନୂଆପଡ଼ା:(ବିରବଲ ପ୍ରଧାନ)କୃଷିବିମା ରାଶି ପ୍ରଦାନ ଦାବୀରେ ଗରିବସେନା ନେତୃତ୍ଵରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଳକର ପଲସି ପାଣି ଓ ସିଲଭା ପଞ୍ଚାୟତବାସୀ ବାଞ୍ଜିବାହାଲ ଛକଠାରେ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ୨୦୧୯ ଓ ୨୦୨୧ କୃଷିବୀମା ରାଶିପ୍ରଦାନ ଦାବୀରେ ଆନ୍ଦୋଲନ।ଏକ ଘଣ୍ଟା ପରେ କୃଷି ଅଧିକାରୀ ହିମାଂଶୁ ଶେଖର ମହାପାତ୍ର, ତହସିଲଦାର କୋମନା, ଏସଡିପିଓ ନୁଆପଡ଼ା, କୋମନା

 ଥାନା ଅଧିକାରୀ ଆନ୍ଦୋଳନକାରୀ ସହ ଆଲୋଚନା କରି ୧୫ ଦିନ ସମୟ ମାଗିଥିଲେ।ଲିଖିତ ପ୍ରତିଶୃତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।ଆନ୍ଦୋଳନକାରୀ ମଧ୍ୟରେ ରବି ମଙ୍ଗରାଜ, ଗଦାଧର ମାଝୀ,ଭୋଜରାଜ ବ ଗର୍ତ୍ତି,ଗଙ୍ଗୁ ରାମ ସୁନାନୀ,ଦୟାସୁନାନୀ, ଗୋକୁଲ ଶବର, ଜଗନ୍ନାଥ ଶବର, ତରୁଣ ତାଣ୍ଡି, ବଲଦେବ ଦୁରିଆ, ସଭାପତୀ ସବର,ଆନନ୍ଦ ଶବରଏବଂଏହି ଅଞ୍ଚଳର ବହୁ ଚାଷୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *