ରାଜ୍ୟ

ଭାଇ ଭଉଣୀର ପର୍ବ ରାକ୍ଷୀ ବନ୍ଧନ ଧୁମ୍ ଧାମ୍ ରେ ପାଳିତ*

ଜେନାପୁର (ପି.ଏନ୍) ଯାଜପୁର ଜିଲ୍ଲାର  ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଭାଇ ଓ ଭଉଣୀର ପର୍ବ ରାକ୍ଷୀ ବନ୍ଧନ ସହର,ଗାଁ ପୁର ପଲ୍ଲିରେ ଧୁମ୍  ଧାମ୍ ରେ  ପାଳିତ ହୋଇଯାଇଛି  । ଭଉଣୀ ଖୁସି ପାଇଁ ଭାଇ ସବୁବେଳେ ସୁଖ ଦୁଃଖରେ ବନ୍ଧା ହୋଇଥାଏ । ଭଉଣୀମାନେ ଆଜି  ଦିନରେ ଜୀବନର ଖୁସି ଓ ବିପଦର ସାଥ୍ ପାଇଁ  ଭାଇକୁ ସବୁବେଳେ  ହିଁ  ଭଗବାନ୍ ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଭାଇର  ଆୟୁ ଦୀର୍ଘାୟୁ  ହେଉ ଜୀବନରେ ଭାଇମାନଙ୍କ ବିପଦରେ ଏଡେଇବା ପାଇଁ ଭଉଣୀମାନେ ସ୍ନେହର ବନ୍ଧନରେ ରାକ୍ଷୀ ବାନ୍ଧିଥାନ୍ତି । ସେହି ଅବସରରେ  ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଆମ ଅଣ ଆନୁଷ୍ଠାନିକ ଶିକ୍ଷା କେନ୍ଦ୍ର ଓ ସରସ୍ୱତୀ ଶୁଶୁ ମନ୍ଦିରରେ କୁନି କୁନି ପିଲା ମାନଙ୍କ ଦ୍ଵାରା ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *