ରାଜ୍ୟ

ଦିବଂଗତ ନେତା ସୂର୍ଯ୍ୟ ଙ୍କ ବିୟୋଗ ରେ ଶୋକ l

କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର) :-ଦିଗପହଣ୍ଡି ର ବିଧାୟକ ତଥା ପୂର୍ବତନ ବାଚସ୍ପତି ଦିବଂଗତ ନେତା ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିୟୋଗ ରେ କୁକୁଡାଖଣ୍ଡି ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ଆଜି କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଶୋକ ସଭା ଅନୁଷ୍ଠିତ କରାଯଇଥିଲା l ଏଥିରେ ବ୍ଲକ ର ମୁଖ୍ୟ କିରାଣୀ ସାହେବ ଶବର ଏବଂ ଭିନ୍ନକ୍ଷମ ନେତା କେ. ମଣିବାବୁ ଓ ବି ଆର ଟି ଗୌରାଙ୍ଗ ଚରଣ ପାଣିଗ୍ରାହୀ, ରାଜେଶ୍ୱରୀ ପାତ୍ର, ପୁଷ୍ପାଞ୍ଜଳୀ ମାଝୀ ବ୍ଲକ ଏ ସାମ୍ବାଦିକ ମନୋଜ କୁମାର ପାତ୍ର,ହିମାଂଶୁ ପାଢ଼ୀ,ସନ୍ୟାସୀମହାରଣା, ଇ. ରଞ୍ଜନ, , ପ୍ରତାପ ସାହୁ, ଉଷାକାନ୍ତ ପାତ୍ର,ବିଭୁ ନନ୍ଦନ ପଣ୍ଡା,ଇପିଲି ପୂର୍ଣ୍ଣ ଚନ୍ଦ୍ର ଙ୍କ ସମେତ ବ୍ଲକ ବ୍ଲକର ଅନ୍ୟ କର୍ମଚାରି ମାନେ ଉପସ୍ଥିତ ରହି ଦିବଂଗତ ନେତା ସୂର୍ଯ୍ୟ ପାତ୍ର ଙ୍କ ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ l ସୂର୍ଯ୍ୟ ଙ୍କ କାର୍ଯ୍ୟାକଳାପ କୁ ଭୁୟସୀ ପ୍ରଶଂସା କରାଯାଇଛି l ଆମର ଆତ୍ମା ର ସଦଗତି ନିମନ୍ତେ 1ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l

Leave a Reply

Your email address will not be published. Required fields are marked *