ହିନ୍ଦୋଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଗଣଧାରଣା
ହିନ୍ଦୋଳ :-ରିପୋର୍ଟ ନିମାଇଁ ଚରଣ ସାମଲ :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ର ଗୋଷ୍ଟୀଉନୟନ ଶିକ୍ଷାଧିକାରୀ ଙ୍କ ଅଫିସ ସାମ୍ନା ରେ ଗଲା କାଲି ଠାରୁ ଶିକ୍ଷକ ମାନେ ଗଣଧାରଣା ରେ ବସିଛନ୍ତି!ସେମାନେ ଗଲା କାଲି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଗୋଷ୍ଟୀଉନୟନ ଶିକ୍ଷାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ!ଆଜି ଠାରୁ ସେମାନେ ଗଣଧାରଣା ରେ ଗୋଷ୍ଟୀଉନୟନ ଶିକ୍ଷାଧିକାରୀ ଙ୍କ ଅଫିସ ସାମ୍ନା ରେ ଗଣଧାରଣା ରେ ବସିଛନ୍ତି!ସେମାନଙ୍କର କହିବା କଥା ଆଗରୁ ସେମାନେ ଭୁବନେଶ୍ୱର ରେ ରାଲି କରିଥିଲେ କିନ୍ତୁ ଶିକ୍ଷା ବିଭାଗ ର ସଚିବ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ତୁମର ଟିନ ଦଫା ଅଭିଯୋଗ ଆମେ ବୁଝିବୁ!ଏଣୁ ସେହି ଶିକ୍ଷକ ମାନେ ରାଲିରୁ ଉଠି ଘରକୁ ଆସିଥିଲେ!ସେହି ଶିକ୍ଷକ ମାନଙ୍କର କହିବା କଥା ଗୁରୁଦିବସ ଦିନ ସରକାର କଥା ବୁଝିବେ କିନ୍ତୁ ସେହି ଗୁରୁଦିବସ ଦିନ ସରକାର କିଛି ବୁଝି ନ ଥିଲେ ବୋଲି ସେମାନେ ମାତବ୍ୟକ୍ତ କରିଥିଲେ!ସେହି ପରିପେକ୍ଷୀରେ ସେହି ଶିକ୍ଷକ ମାନେ ଏଗାର ତାରିଖ ଦିନ ରାଲି କରିଥିଲେ!ସେମାନଙ୍କର କହିବା କଥା ଯେପର୍ଯ୍ୟନ୍ତ ସରକାର ଆମ କଥା ନ ବୁଝିବେ ସେହି ପର୍ଯ୍ୟନ୍ତ ଗଣଧାରଣା ଜାରିରହିବ!ସେମାନଙ୍କର ୩ଦଫା ଯେଉଁଦିନ ସରକାର ବୁଝିବେ ସେହି ଦିନ ଗଣଧାରଣା ବନ୍ଦ ହେବ!