ରାଜ୍ୟ

ଅନୁଗୁଳ ବ୍ଲକ ସଂଘ ପକ୍ଷରୁ BDO ଙ୍କୁ ଦାବୀ ପତ୍ର ପ୍ରଦାନ 

ଅନୁଗୁଳ:

ଅନୁଗୁଳ ବ୍ଲକ ସଂଘ ପକ୍ଷରୁ BDO ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ସୂଚନା ଯେ, ଓଡିଶା ସରପଞ୍ଚ ମହାସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ସରକାର ଙ୍କୁ ପ୍ରଦାନ କରାଯାଇଥିଲା। ସରକାର କୌଣସି ଦାବି କୁ ପୂରଣ କରିନଥିଲେ। ଯାହା ଫଳରେ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ ଓ ଯୋଗଦାନ କରିବେ ନାହିଁ ବୋଲି ଅନୁଗୋଳ BDO ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।ଏହି ଦାବି ପତ୍ର ଟି ପ୍ରଦାନ ବେଳେ ଅନୁଗୋଳ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *