ପ୍ରବାସୀ ଭାରତୀୟ ଙ୍କ ଆନୁକୁଲ୍ୟରେ ବିଶ୍ବକର୍ମା ପୂଜା ପାଳିତ – ବିଶ୍ଵ ରଞ୍ଜନ।
ବିଦେଶ ରେ, ଆଜି ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ନିଜ ଘରେ ଏମ୍ୱ କାର୍ଯ୍ୟଳୟ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।
ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ଏହି ପୂଜା ପ୍ରତି ବର୍ଷ ପଡେ। ଆଜି ଏହି ପୂଜାକୁ ନିଜ ବାସଭବନ ଓ କାର୍ଯ୍ୟାଳୟ ଦେବ ଶିଳ୍ପୀ ଙ୍କ ନିଡାମ୍ବରପୂର୍ଣ୍ଣ ଭାବରେ ରେ ପୁଜା ଅନୁଷ୍ଠିତ ହୋଇ ଯାଇଛି । ପ୍ରବାସୀ ଭାରତୀୟ ଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। କିମ୍ବଦନ୍ତୀ କହେ ବିଶ୍ଵକର୍ମା ବୁଢ଼ା ବଢେଇ ବେଶରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ କୁଆଡେ ନିର୍ମାଣ କରିଥିଲେ। ଶିଳ୍ପ କଳା ଯାନ୍ତ୍ରିକ ବିଦ୍ୟାର ଅଧିକାରୀ ସିଏ ହେଇଥିବାରୁ ଅଧିକାଂଶ କଳ କାରଖାନା ଓ ଶିଳ୍ପାନୁଷ୍ଠାନରେ ବିଶ୍ଵ କର୍ମାଙ୍କୁ ପୂଜା କରାଯାଏ।
ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ସଙ୍ଘ, ବିଶ୍ଵ ଓଡିଆ ସମାଜ, ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥା ର ଅଧ୍ୟକ ଓ ଭାରତ ସେବା ଦର୍ଶନ ର ଅଧ୍ୟକ ଓ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ଭଗବାନ୍ ବିଶ୍ୱକର୍ମା ଙ୍କ ପୂଜା ଉପଲକ୍ଷେ, ସମସ୍ତ ପ୍ରବାସୀ ଭାରତୀୟ ଙ୍କୁ ନିଜର ଆନ୍ତରିକ୍ଷ ହାର୍ଦିକ ଅଭିନନ୍ଦନ ଶୁଭେଛା ବାର୍ତ୍ତା ଦେଇଛନ୍ତି ।
ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଜେନା ଓ ସନ୍ତୋଷ କୁମାର ବିଶ୍ବାଳ, କାର୍ତ୍ତିକ ସାହୁ, ପବିତ୍ର ଗୌଡ଼, ସନ୍ଦୀପ, ରାଜେଶ, ଲୋକ୍ରନ୍ଦ୍ରା, ଅଶୋକ, ବିନ୍ଦ୍ରେଶ୍, ସଞ୍ଜୟ, ସୁବୋଧ୍ୟ, ସତ୍ନାମ, ବାଲିଷ୍ଟର । ସମସ୍ତ ପ୍ରବାସୀ ଭାରତୀୟ ଙ୍କ ସହଯୋଗରେ, ସମସ୍ତ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ପୁଜା ସମାପନ ସହିତ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ହୋଇଥିଲା । ଏଥିପ୍ରତି ସମସ୍ତ ସଙ୍ଘ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।