ରାଜ୍ୟ

ଲାଠି ପଞ୍ଚାୟତରେ କୁକୁଡ଼ାଖଣ୍ଡି ବ୍ଲକ ବିଜେଡିର ପ୍ରଥମ ଜନ ସମ୍ପର୍କ ପଦଯାତ୍ରା ।

କୁକୁଡାଖଣ୍ଡି(ଇପିଲି ପୂର୍ଣ୍ଣଚନ୍ଦ୍ର) ୦୯/୧୦/୨୩:ଅକ୍ଟୋର ୨ ତାରିଖ ଠାରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଦଳର ନେତା ଓ କର୍ମୀ ମାନଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଏହି ଜନ ସମ୍ପର୍କ ପଦଯାତ୍ରା ଜାରି ରହିଛି। ଏହି ପଦ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ସହିତ କିଭଳି ସୁ-ସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଏହାର ମୂଳ ଲକ୍ଷ । ସୋମବାର ଦିନ କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ଲାଠି ପଞ୍ଚାୟତରେ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦ ଯାତ୍ରାରେ ଲାଠି ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗଦେଇ ପ୍ରଥମେ ଲାଠୀ ଛକରେ ଥିବା ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ବିଜୁ ବାବୁ ଅମର ରହେ ନାରା ଦେଇ ପଦ ଯାତ୍ରାରେ ବାହାରି ଗ୍ରାମର ପ୍ରତ୍ୟେକ ସାହି ଗଳିକନ୍ଦି ବୁଲି ବିଜେଡି ସରକାରଙ୍କ ଜନ କଲ୍ୟାଣ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ,ବରିଷ୍ଠ ବିଜେଡି ନେତା ଉଦୟ କୁମାର ବେହେରା,ସିଏଚ୍.ସୀମାଦ୍ରି ପାତ୍ର,ବ୍ଲକ ବିଜେଡି ଉପସଭାପତି କୈଳାଶ ବିଷୋୟୀ,ରବିନ୍ଦ୍ର ମହାରଣା,ବ୍ଲକ ବିଜେଡି ସମ୍ପାଦକ ସନାତନ ସଂଗ୍ରାମ ସିଂ,ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କୈଳାଶ ରଣା,ଯୁବ ନେତା ଭବାନୀ ଶଙ୍କର ବିଶ୍ୱାଳ,ଲାଠି ସରପଞ୍ଚ ରାଧାମୋହନ ସେଠି,ସମିତି ସଭ୍ୟ ଜଗନ୍ନାଥ ଭୂୟାଁ,ଜଗଦଳପୁର ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର,ପୂର୍ବତନ ସାଂସଦ ପ୍ରତିନିଧି ଟି.ରଘୁପ୍ରସାଦ ପାତ୍ର,ଯୁବ ନେତା ସୁରେଶ ସେଠି,ଆଙ୍କୁଶପୁର ସରପଞ୍ଚ ମୁରଲୀ ସେଠି,ଅନନ୍ତେଇ ସମିତି ସଭ୍ୟ ନିରୂପମା ପାତ୍ର,ବ୍ଲକ ସଭାନେତ୍ରୀ ନମିତା ପାତ୍ର,ବାଘଲଟି ସରପଞ୍ଚ ମାମି ସାସମଲ,ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ଼,କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ମଲ୍ଲିକ,ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠି,କୁକୁଡ଼ାଖଣ୍ଡି ସରପଞ୍ଚ ବନ୍ଦନା ସେଠି,ମହୁଡା ସରପଞ୍ଚ ବାସନ୍ତୀ ସାହୁ,ମସିହାଖାଲି ସରପଞ୍ଚ କେ.ବୁଲୁ,ଭିନ୍ନକ୍ଷମ ନେତା କେ.ମଣିବାବୁ,ପୂର୍ବତନ ଲାଠି ସରପଞ୍ଚ ରଙ୍କନିଧି ପଣ୍ଡା,ପୂର୍ବତନ ସିହଳା ସରପଞ୍ଚ ତରୁଣ କୁମାର ପାତ୍ର,ପୂର୍ବତନ କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟା,ଗୌରୀ ଶଙ୍କର ପାତ୍ର,ସୁକାନ୍ତ ସାସମଲ,କାମେଶ୍ୱର ବିଶ୍ୱାଳ,ସଦାନନ୍ଦ ଗୌଡ଼,ଶଙ୍କର ଗୌଡ଼,ଶବିର୍ ସେଖ୍,ବାବୁଲା ସାହୁ, ରାଜେନ୍ଦ୍ର ଗୌଡ଼,ସନ୍ତୋଷ ମହାରଣା, ଅମ୍ବିକା ପ୍ରସାଦ ସାହୁ,ଭଗବାନ ସାହୁ,ଜ୍ୟୋତି ରଞ୍ଜନ ପାତ୍ର,ଉଜ୍ଜ୍ୱଳ ସାହୁ,ଶିବ ଶଙ୍କର ସାହୁ, ଅରକ୍ଷିତ ଗୌଡ଼,ସଞ୍ଜୟ ସେଠି,ବୁଡୁ ଦାସ,ଅମ୍ବିକା ସାହୁ,ଭବାନୀ କିଙ୍କର ସାହୁ,ଶିଶିର ଦାସ,ବାସୁ ଗୌଡ଼, ଅରକ୍ଷିତ ଗୌଡ଼,ଆଶିଷ କୁମାର ସାବତ,ଜଗନ୍ନାଥ ଗୌଡ଼,ଜିଣ୍ଟୁ ଗୌଡ଼, ବିଟୁ ଗୌଡ଼,ଭଗବାନ ଗୌଡ଼,ରିଙ୍କୁ ମହାପାତ୍ର,ବାବୁ ଗୌଡ଼ଡ଼,ଶଙ୍କର ସାହୁ,ବିକାଶ ପଣ୍ଡା,ଯୋଗେନ୍ଦ୍ର ସେଠୀଙ୍କ ସମେତ ଲାଠି ଗ୍ରାମର ବହୁ ନେତା ଓ କର୍ମୀ ଏହି ପଦ ଯାତ୍ରାରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *