କ.ଅ.ତ୍ରୀ.ଶ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟନ।
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର):ଆଙ୍କୁଶପୁର ସ୍ଥିତ କ.ଅ.ତ୍ରୀ.ଶ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରେ ତା. ୩୦.୧୧.୨୦୨୩ ରିଖ ସମନ୍ବିତ ଯୁଦ୍ଧ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରି ସରକାରଙ୍କ ଏଭଳି ଯୋଜନା କୁ ପ୍ରଶଂସା କରିଥିଲେ । ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଅହ୍ବାନ ଦେଇଥିଲେ । ମହାବିଦ୍ୟାଳୟ ର ଅଭାଷ ପ୍ରଫେସର (ଡା.) ବିପିନ୍ ବିହାରୀ ଖୁଣି, ଆ ସଭାରେ ଅଧ୍ଯକ୍ଷତା କରିଥିଲେ ଏବଂ ତା. ବିମଳ କୁମାର ପଣ,. ଉପାଧିକ୍ଷକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୋଜନା ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଡା.ଘାସିରାମ ସାହୁ ସରା ସଂପୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ତା. ୩୦.୧୧.୨୦୨୩ ରିଖ ଠାରୁ ତା.୦୨.୧୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁରହିବ । ଏହି ପରିପେକ୍ଷୀରେ ମହାବିଦ୍ୟାଳୟ ର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ତଥା ସେମାନଙ୍କ ନିମନ୍ତେ ପୂର୍ବାହ୍ନରେ ଏକ ଓରିଏଣେ, ସନ୍ କାର୍ଯ୍ୟକ୍ରମ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଦା. ବିମଳ କୁମାର ପଣ,, ଉପାଧିକ୍ଷକ ନୂତନଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ତଥା ଆୟୁର୍ବେଦ ସମ୍ବନ୍ଧ ରେ ଅବଗତ କରାଇଥିଲେ । ସ୍ବାଗତ ସଭାରେ କାର୍ଯକ୍ରମ ରେ କୁକୁଡାଖଣ୍ଡି ତହସିଲଦାର ଶ୍ରୀଯୁକ୍ତ ସପନ କୁମାର ପାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଅନେକ ଉପଦେଶ ମାଧ୍ୟମରେ ଜଣେ ଭଲ ଚିକିତ୍ସକ ହେବାପାଇଁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଡା. ସୁପ୍ନ ସ୍ବୟଂପ୍ରଭା ସଭା ସଂଯୋଜନା ଓ ତା. ଅଙ୍ଗମାନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧାପକ ଓ ଅଧାପିକା ତଥା ପ୍ରଫେସର (ତା.) ଚିୟ ଇଦାନୀ ପ୍ରସାଦ, ଡା.ପ୍ରଦିପ୍ତ ସିଂ, ଡା. ନିବେଦିତା ମହାପାତ୍ର, ଡା. ପ୍ରଭାକର ସାମଲ, ଡା. ସୌଭାଗ୍ୟ କୁମାର ମହାଲିକ, ଡା. ସୁବ୍ରତ କୁମାର ଓଝା, ଡା. ବିଶ୍ରିତା, ଡା.ମୁକୁନ୍ଦ, ଡା.ଅଶ୍ବିନୀ, ଡା.ରୋହିତ, ଡା. ରାଜେଶ୍, ଡା. ସ୍ଥିତପ୍ରଜ୍ଞା, ଡା.ସ୍ମୃତି. ଡା. ସତାବ୍ଦି, ଡା. ଶୁଭଲକ୍ଷ୍ମୀ, ଡା. ଜିତେନ୍ଦ୍ର, ଡା. ନିରୋଜ, ଡା. ବଭୁ, ଡା. ନିଳାମ୍ବର, ଡା. ବିନୋଦ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।