ରାଜ୍ୟ

ଗଜପତିରେ ପହଞ୍ଚିଲା ଅଯୋଧାର ଅକ୍ଷତ, ପୁଷ୍ପ

ପାରଳାଖେମୁଣ୍ଡି,2/1(): ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ। ଏନେଇ ସେଠାରୁ ପୁଷ୍ପ, ଅକ୍ଷତ ଓ କଳସି ପାରଳାଖେମୁଣ୍ଡିରେ ପହଁଚିଛି। ସେଠାରୁ ଏକ ଭବ୍ୟ ସଂକୀର୍ତ୍ତନ ଓ ସମ୍ବଦ୍ଧନାରେ ଏହା କାଶୀନଗର ନିଆଯାଇଛି। ଏହାକୁ ନେଇ ଜଗନ୍ନାଥ ମଠ ମହନ୍ତ ପଦ୍ମ ଚରଣ ଦାସ ଓ ସମ୍ବଦ୍ଧନା କମିଟି ସଢ ଭାପତି ରମାକା କାନ୍ତ ପାତ୍ର, ଭକ୍ତ ଦୁଃଖୁଶ୍ୟାମ ଲେଙ୍କା ନେଇ ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦି ରଖୁଛନ୍ତି। ଏହି ଅକ୍ଷତ ପୁଷ୍ପ ଓ ସମସ୍ତ ଘରେ | ଘରେ ଆସନ୍ତା ଏକ ତାରିଖରୁ ପହଞ୍ଚାଇ ଦିଆଯିବ । ସୂଚନା ଦେଇ ଦୀପାବଳି ଶ୍ରୀ ରାମଙ୍କ ଫଟୋ ସହରର ବୋଲି ଶ୍ରୀ ରମାକାନ୍ତ ପାତ୍ର ଦେଇଛନ୍ତି। ଆସନ୍ତା ୨୨ତାତିଖରେ ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତେ ଯେଭଳି ବଳି ବନଇବେ ଓ ସମସ୍ତଙ୍କ ଘରେ ଦୀପ ପ୍ରଜ୍ଜ୍ଵଳନ, କଳସି ସ୍ଥାପନ କରି ପୂଜା କରିବାକୁ ଅନୁରୋଧ କରାଯାଇଛି। ସେହିଦିନ ଏକ ଆଧ୍ୟାତ୍ମିକ ମହୋଲ ସୃଷ୍ଟି କରିବା ଲକ୍ଷ୍ୟରେ ରେ ଏହା ଆୟୋଜନ ଜନ କରାଯିବ ବେ ବୋଲି ରମାକାନ୍ତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *