ଶ୍ରୀ ଶ୍ରୀ କାନନେଶ୍ୱର୍ ମନ୍ଦିର ରେ ବିଶ୍ଵ ଶାନ୍ତି ମହାଯଜ୍ଞ
ପଟିଆ ଭୁବନେଶ୍ୱର
ସ୍ଥାନୀୟ ବାସିନ୍ଦମାନେ ଦୀର୍ଘ 28ବର୍ଷ ଧରି ବିଶ୍ଵ ଶାନ୍ତି ମହାଯଜ୍ଞ ପ୍ରତି ବର୍ଷ ମନ୍ଦିର କମିଟି ଗଠନ କରି ବିଶ୍ଵ ଶାନ୍ତି ମହାଯଜ୍ଞ ପାଳନ କରନ୍ତି। ଏହି ଯଜ୍ଞ କୁ ପ୍ରତି ଦିନ ହଜାର ହଜାର ଭକ୍ତ ଅନୁରଗି ମାନେ ଆସନ୍ତି ଏବଂ ଦିନ ଭରି ଯଜ୍ଞ କୁ ଉପଭୋଗ କରନ୍ତି।
ଚଳିତ ବର୍ଷ ଏକ ସଂଧ୍ୟା ରେ ଶ୍ରୀ ରାମ ଚରିତ ମାନସ ଏବଂ ରବିବାର ଏକ ସଂଗୀତ କାର୍ଯକ୍ରମ ତା 11.02.2023.ଏବଂ 12.02.2023.ରେ ଅନୁଷ୍ଠିତ ହୋଯାଇଅଛି। ପୂର୍ଣ୍ଣାହୁତି ଦିନ ସଂଧ୍ୟା ରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଭକ୍ତ ଏକ ତ୍ରିତ୍ ହୋଇ ଯଜ୍ଞ ଆହୁତି ଦେଇ ପ୍ରାସାଦ ସେବନ କରିଥିଲେ।
କମିଟି ସଭାପତି ଶ୍ରୀ ସଚିଦା ନନ୍ଦ ଧଳ, ଶ୍ରୀ ସଚ୍ଚିଦାନନ୍ଦ ପାଣିଗ୍ରାହୀ, ବିଶ୍ୱଜିତ୍ ମିଶ୍ର, ଦେବେନ୍ଦ୍ର ନାଥ ସ୍ଵାଇଁ ଶ୍ରୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଏହୀ କାର୍ଯକ୍ରମ କୁ ସୂ ପରିଚାଳନା କରି ସାନ୍ଧ୍ୟ ଭଜନ ଜଣାଣ କାର୍ଯକ୍ରମ କୁ ସମସ୍ତେ ଉଚ୍ଚ ପ୍ରଶଂସା କରନ୍ତି ବହୁ ସଙ୍ଖ୍ୟା ରେ ମହିଳା ମାନେ ଏଥିରେ ସହଯୋଗ କରନ୍ତି।
ସୁଦୂର ଗଞ୍ଜାମ ରୁ ଆଗତ ଡକ୍ଟର ସ୍ଵପ୍ନରଣି ମିଶ୍ର ଙ୍କ ସହଯୋଗୀ ମନଙ୍କ ଦ୍ୱାରା ପରିବେଷିତ ଭଜନ ସମାରୋହ କୁ ପ୍ରତୀ ପ୍ରତ୍ୟେକ ବହୁ ଉପଭୋଗ କରି ଥିଲେ।ସମସ୍ତେ ନିଷ୍ଠା । ଅନୁରାଗ ସହିତ ଏହି ଯଜ୍ଞକୁ ପାଳନ କରି ଆନନ୍ଦ ଉପଭୋଗ କରନ୍ତି ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏହି ଯଜ୍ଞ କୁ ଆସି, ପ୍ରତି ଲୋକ ମାନଙ୍କ ସହିତ ଆଲୋଚନା କରି କଲୋନୀ ର ପରିମଳ ବ୍ୟବସ୍ଥା। ପାର୍କ ଲାଇବ୍ରେରୀ, ରାସ୍ତା ଉନ୍ନତି, ଆଲୋକ ବ୍ୟବସ୍ଥା ର ସୁବିଧା ପାଇଁ ଆଲୋଚନା କରି ଥିଲେ।