ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ସମ୍ବଲପୁରରେ 68,000 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ, ଦେଶକୁ ଉତ୍ସର୍ଗ ଏବଂ ଶିଳାନ୍ୟାସ :
ପ୍ରାୟ 28,980 କୋଟି ଟଙ୍କା ମୂଲ୍ୟର ଏକାଧିକ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ରକୁ ସମର୍ପିତ |
• ପ୍ରାୟ 2110 କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ତିନୋଟି ସଡକ କ୍ଷେତ୍ର ପ୍ରକଳ୍ପ ଉଦ୍ଘାଟନ |
• ପ୍ରାୟ 2146 କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଦେଶକୁ ଉତ୍ସର୍ଗୀକୃତ |
• ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ |
• ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ |
• ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଉଦ୍ଘାଟନ |
• ଆଜି ଦେଶ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି |
• ଓଡିଶାକୁ ଶିକ୍ଷା ଏବଂ ଦକ୍ଷତା ବିକାଶର କେନ୍ଦ୍ର କରିବା ପାଇଁ ସରକାର ନିରନ୍ତର ଉଦ୍ୟମ କରିଛନ୍ତି |
• ସମସ୍ତ ରାଜ୍ୟ ବିକାଶ ହେଲେ ବ…