ରାଜ୍ୟ

ନିର୍ମାଣ ଶ୍ରମିକ ସଂଘ ନିର୍ବାଚନ କୁ ନେଇ ଆଲୋଚନା।

କୋରାପୁଟ ଜିଲ୍ଲା:୧୦|୪(ପି ଏନ୍) ଜୟପୁର ସହରରେ ଥିବା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆସନ୍ତା ୧୦|୦୪ ରିଖ କୋରାପୁଟ ର ସମସ୍ତ ସଭ୍ୟ ଏବଂ ସଭ୍ୟା ମାନଙ୍କୁ ଜଣାଇ ଦିଆଯାଉ ଅଛି ଯେ ବୁଧବାର ସକାଳ ୮ ଘଣ୍ଟିକା ସମୟରେ ଗ୍ଲୋକାଲ ମେଡିକାଲ ପାଖରେ ଥିବା ନିଜ ଶ୍ରମିକ ଭବନ ଠାରେ ସଂଘର କର୍ମକର୍ତ୍ତା ନିର୍ବାଚନ ହେବ। ଏଣୁ ଆପଣ ମାନେ ସମସ୍ତେ ନିଜ ନିଜର କାର୍ଯ୍ୟ ବନ୍ଦ କରି ଏହି ନିର୍ବାଚନ ରେ ନିଜର ମତ ଦାନ ପ୍ରକାଶ କରିବେ ବୋଲି ଅନୁରୋଧ।

Leave a Reply

Your email address will not be published. Required fields are marked *