ବନବାସୀ କ୍ଷେତ୍ର ରେ ଶ୍ରୀରାମ ନବମୀ ଉତ୍ସବ ପାଳିତ।
କୁକୁଡାଖଣ୍ଡି/ ଦିଗପହଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର):ଶ୍ରୀରାମ ନବମୀ ଉତ୍ସବ ଦିଗ ପହଣ୍ଡି ଅଂଚଳର ବାସୁଦେବପୁର ପଂଚାୟତ ର ବଡ଼ ବୁରୁଡ଼ା ଏବଂ ସାନ ବୁରୁଡ଼ା ନିକଟସ୍ଥ ଶବରୀ ମାତା ଛକ ପ୍ରସ୍ତାବିତ ରାମ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଅନୁଷ୍ଠିତ ହୋଇଯାଇଛି l ଏଥି ରେ ପଣ୍ଡିତ କେଶବ ନାରାୟଣ ଦାସ ଶର୍ମା ମୁଖ୍ୟ ପୁରୋହିତ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ମିଟୁ ଚୌଧୁରୀ ଏବଂ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବେ କାର୍ଯ୍ୟ କ୍ରମ କୁ ସମ୍ପାଦନ କରିଥିଲେ l ଏହି ଶ୍ରୀକାନ୍ତ ପାଢ଼ୀ ଙ୍କ ସଂଯୋଜନା ରେ ହୋଇଥିବାବେଳେ ପ୍ରମୁଖ ଅତିଥି ସୁରେଶ ବିଷୋୟୀ ଏବଂବନ ବିହାରୀ ପଣ୍ଡା ସମାଜ ସେବି ହିନ୍ଦୁ ଧର୍ମକୁ ରକ୍ଷା କରିବା କୁ ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ପଥ କୁ ଅନୁସରଣ କରି ସମାଜ କୁ ଗୌରବା ନିତ୍ୱ କରିବାକୁ ଆହ୍ୱାନ କରିଥିଲେ l ସେହିପରି ଆକାଶ ବାଣୀ ର ପୂର୍ବ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ପ୍ରଭୁ ଏବଂବନବାସୀ ଙ୍କ କିପରି ସଂପର୍କ କୁ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ବୁଝାଇଁ ଦେଇଥିଲେ l ଆକାଶ ବାଣୀ ର ପୂର୍ବତନ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ଶବରୀ ମାତା ଠାରୁ କିପରି ଆଇଠା ଖାଇଥିଲେ ଏବଂପ୍ରଭୁ ବାପା ଙ୍କ କଥା ଶୁଣି 14ବର୍ଷ ବନ କୁ ଯାଇଥିଲେ ତାହାରି ଉପରେ ବିସ୍ତୃତ ଭାବରେ ଉପାସ୍ତପନା କରିଥିଲେ l ଏଥିରେ ସଂଗ୍ରାମ ପାଢ଼ୀ, ରଜନୀ କାନ୍ତ ପାଣିଗ୍ରାହୀ,ଭୁଭାନନ୍ଦ ସାହୁ, ଦେବାଶିଷ, ପ୍ରତିଭା ରେଡଡି, କଳ୍ପନା ବିଷୋୟୀ, ପଦ୍ମ,ବିପ୍ର ମଳିକ,ଡାଁମ୍ବୁରୁ ମଳିକ, ନକୁଳ ମଳିକ, ଜଗନାଥ, ସୁରେନ୍ଦ୍ର, ଉଜ୍ଜଳ ମଳିକ ଅଲେଖ ରେଡଡି ଏବଂ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l ଶ୍ରୀରାମ ନବମୀ ଉତ୍ସବ ଦିଗ ପହଣ୍ଡି ଅଂଚଳର ବାସୁଦେବପୁର ପଂଚାୟତ ର ବଡ଼ ବୁରୁଡ଼ା ଏବଂ ସାନ ବୁରୁଡ଼ା ନିକଟସ୍ଥ ଶବରୀ ମାତା ଛକ ପ୍ରସ୍ତାବିତ ରାମ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଣ୍ଡିତ କେଶବ ନାରାୟଣ ଦାସ ଶର୍ମା ମୁଖ୍ୟ ପୁରୋହିତ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ମିଟୁ ଚୌଧୁରୀ ଏବଂ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବେ କାର୍ଯ୍ୟ କ୍ରମ କୁ ସମ୍ପାଦନ କରିଥିଲେ l ଏହି ଶ୍ରୀକାନ୍ତ ପାଢ଼ୀ ଙ୍କ ସଂଯୋଜନା ରେ ହୋଇଥିବାବେଳେ ପ୍ରମୁଖ ଅତିଥି ସୁରେଶ ବିଷୋୟୀ ଏବଂବନ ବିହାରୀ ପଣ୍ଡା ସମାଜ ସେବି ହିନ୍ଦୁ ଧର୍ମକୁ ରକ୍ଷା କରିବା କୁ ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଙ୍କ ପଥ କୁ ଅନୁସରଣ କରି ସମାଜ କୁ ଗୌରବା ନିତ୍ୱ କରିବାକୁ ଆହ୍ୱାନ କରିଥିଲେ l ସେହିପରି ଆକାଶ ବାଣୀ ର ପୂର୍ବ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ପ୍ରଭୁ ଏବଂବନବାସୀ ଙ୍କ କିପରି ସଂପର୍କ କୁ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ବୁଝାଇଁ ଦେଇଥିଲେ l ଆକାଶ ବାଣୀ ର ପୂର୍ବତନ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ଶବରୀ ମାତା ଠାରୁ କିପରି ଆଇଠା ଖାଇଥିଲେ ଏବଂପ୍ରଭୁ ବାପା ଙ୍କ କଥା ଶୁଣି 14ବର୍ଷ ବନ କୁ ଯାଇଥିଲେ ତାହାରି ଉପରେ ବିସ୍ତୃତ ଭାବରେ ଉପାସ୍ତପନା କରିଥିଲେ l ଏଥିରେ ସଂଗ୍ରାମ ପାଢ଼ୀ, ରଜନୀ କାନ୍ତ ପାଣିଗ୍ରାହୀ,ଭୁଭାନନ୍ଦ ସାହୁ, ଦେବାଶିଷ, ପ୍ରତିଭା ରେଡଡି, କଳ୍ପନା ବିଷୋୟୀ, ପଦ୍ମ,ବିପ୍ର ମଳିକ,ଡାଁମ୍ବୁରୁ ମଳିକ, ନକୁଳ ମଳିକ, ଜଗନାଥ, ସୁରେନ୍ଦ୍ର, ଉଜ୍ଜଳ ମଳିକ ଅଲେଖ ରେଡଡି ଏବଂ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l