ରାଜ୍ୟ

ପୌରର ଗୃହନିର୍ମାଣ ଅନୁମିତରେ ଚଞ୍ଚକତା।

୩୮ ଲକ୍ଷ୍ୟ ଜୋରିମାନାରେ ପୌର ନିର୍ଧାରଣ କଲା ମନୁଷ୍ୟ ଜୀବନକୁ।
ଜୟପୁର,: ୨୧|୫ (ପି ଏନ୍ )କୋରାପୁଟ ଜିଲ୍ଲା ସହର ଉନ୍ନୟନ ବିଭାଗ ଡୁଡା କର୍ତ୍ରୁପୋକ୍ଷଙ୍କ ପୌରରେ ଥିବା ଗୃହନକ୍ସା ଅନୁମୋଦନ ବିଭାଗର କାର୍ଯ୍ୟକୁ ସଠିକ୍ ରୁପେ ତଦାରୋଖ ଏବଂ ଅନୁଧ୍ୟାନ ନକରିଥିବା ହେତୁ ଜୟପୁର ପୌରରେ କାର୍ଯ୍ୟରତ ଥିବା ପୌର ଅଧ୍ୟକ୍ଷ, ଅଧିକାରୀ ଏବଂ କର୍ମଚାରୀ ମାନେ ଆପ୍ୟାଇତ ହୋଇ ସହରର ଦୁଇ ଜଣ ବିଶିଷ୍ଟ ଗୃହ ନିର୍ମାଣ କାରି ସଂସ୍ଥା ଯେଉଁମାନେ ଗୃହ ବିକ୍ରି ଏବଂ ଭଡ଼ା ସୂତ୍ରରେ ଦିଅନ୍ତି ସେମାନଙ୍କୁ ଅହେତୁକ ଅନୁକୋମ୍ପା ଦେଖେଥିବା ପୁଷ୍ଟି ହୋଇଛି। ଜୟପୁର ତହସିଲ ଅଧିନରେ ଥିବା ଜଗଧାତ୍ରିପୁର ମୌଜାରେ ଥିବା ପ୍ଲଟ ନଂ ୯୭୩ ଖାତା ନଂ ୧୦୭୨ ଖାତା ଧାରୀ ଏ.ରାମକ୍ରିଷ୍ଣା ରାଓ ଓରଫ ଡିସୀ ରାଜୁ ସାଧାରଣରେ ପରିଚିତଙ୍କ ଜାଗା ଏକ ସଂକୀର୍ଣ୍ଣ ଗୋଳି ମଧ୍ୟରେ ଅବସ୍ଥିତ। ଏହି ଗୋଳି ରାସ୍ତା ଦେଇ ସାମାନ୍ୟ ଅଟୋ ରିକ୍ସା ଟିଏ ମୋଧ୍ୟ ଯିବା କଷ୍ଟ ସେହି ସ୍ଥାନରେ ଏକ ବୋହୂତଳ ଆପାର୍ଟମେଣ୍ଟ ତିଆରି କରିବାକୁ ପୌର ଅନୂମୋତି ଦେବା ସାଧାରଣରେ ଜନତାଙ୍କୁ ଚକିତ କରିଛି। ନିୟମ ଅନୁଯାୟୀ ଅନ୍ତଃତ ପକ୍ଷେ ତିରିଶି ଫୁଟ ଚୌଡା ରାସ୍ତା ରୋହିଥିବା ବିଧେୟ ଏବଂ ଏହି ସ୍ତଳଟି ୨୦୩୩ ମସିହା ପର୍ଯ୍ୟନ୍ତ ଏକ ବ୍ୟବସାୟୀକ ପ୍ରତିଷ୍ଠାନକୁ ଲିଜ ସୂତ୍ରରେ ଦିଆଯିବା ପରେ ପୌର ଟ୍ରେଡ ଲାଇସେନ୍ସ ଦେଇଥିଲା କାହିଁକି ଏହାକୁ ଅଣଦେଖା କରିଲା ପୌର ପ୍ରଶାସନ ନିଶ୍ଚିତ ରୁପେ ପୌର କତୃପକ୍ଷ ବୋହୂ ମାତ୍ରାରେ ଆପ୍ୟାଇତ ହୋଇ ଗୃହ ନିର୍ମାଣ ନିମନ୍ତେ ଅନୁମୋତୀ ଦେଇ ଥିବା ସାଧାରଣରେ କୋରାପୁଟ ଜିଲ୍ଲାରେ ଥିବା ଡୁଡ଼ା ଏବଂ ପୌର ଅଧ୍ୟକ୍ଷ, ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିନ୍ଦା କରାଯାଇଛି। ପ୍ରକାଶ ଥାଉକି ଏ.ରାମକ୍ରିଷ୍ଣା ରାଓ ସାଧାରଣରେ ପରିଚିତ ଡିସି ରାଜୁଙ୍କ ପରିଜନଙ୍କ ନାମରେ ବିଜୟା ଲାଇନସ୍ତ ବିକ୍ରମନଗର ମୌଜାର ପ୍ଲଟ ନଂ ୪୪୨ ଖାତା ନଂ ୭୭୧ ରୋହିଥିବା ସ୍ତୋଳରେ ଚାରୀ ମହଲା ବିଶିଷ୍ଟ ଗୃହନିର୍ମାଣ ନିମନ୍ତେ ଆବେଦନ କରାଯାଇଥିଲା କିନ୍ତୁ ସମ୍ମୁଖ ରାସ୍ତାଟି ସଙ୍କିର୍ଣ୍ ରୋହିଥିବା ହେତୁ କେବଳ ଦୁଇ ମହୋଲା ନିର୍ମାଣ କିରିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ସେହି ସ୍ତଳରେ ପାଞ୍ଚ ମହଲା ଗୃହ ନିର୍ମାଣ କରି ଜନତାଙ୍କ ଜୀବନକୁ ବିପନ୍ନ କରିଥିବା ସହ କେନ୍ଦ୍ରର ଆୟକର,ରାଜ୍ୟର ରାଜସ୍ବ ଏବଂ ପୌରର ଟିକସ ଫାଙ୍କିଥ‌ିବା ସ୍ବଷ୍ଟୋ ହୋଇଥିବା ସାଧାରଣରେ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନକୁ ନିନ୍ଦା କରାଯାଇଛି। ଜିଲ୍ଲା ଡୁଡା କାର୍ଯ୍ୟାଳୟ ଏବଂ ଜୟପୁର ପୌର କତୃପକ୍ଷଙ୍କ ସ୍ବଷ୍ଟୋ ଚୋଞ୍ଚକୋତାର ଆଉ ଗୋଟିଏ ଉଦାହରଣ ବିକ୍ରମନଗର ମୌଜାରେ ରୋହିଥ‌ିବା ଖାତା ନଂ ୯୧୬ ପ୍ଲଟ ନଂ ୮୫୧ ଖତାଦାର ସାଇ ରାମ ବିଲ୍ଫର୍ସ କୁ ଅଗ୍ନିଶମ ବିଭାଗ ନିର୍ମାଣାଧୂନ ଥୂବା ଗୃହ୍ୟକୁ ଅନୁମୋଦନ ନ ଦେବାକୁ ତାଙ୍କ ଚିଠି ନଂ ୯୧ ତା ୨୮ ଫେବୃଆରୀ ୨୦୨୩ ଅନୁଯାଇ ସୂଚିତ କରିଥିଲେ ସୁଦ୍ଧା ପୌର ଗୃହ ନିର୍ମାଣ ନିମନ୍ତେ ମନୁଷ୍ୟ ଜୀବନକୁ ପ୍ରାୟ ୩୮ ଲକ୍ଷ୍ୟ ଟଙ୍କା ଜୋରିମାନା ଆଦାୟ କରି ସମସ୍ତ ପ୍ରକାର ବ୍ୟତିକ୍ରମ ରୋହି ଥିଲେ ସୁଦ୍ଧା କେଉଁ ନିୟମ ଅନୁଯାଇ ବୋହୂତଳ କୋଠା ଗୃହ ନିର୍ମାଣ କରିବାକୁ ଅନୂମତି ଦେଲେ ଏହାର ଏକ ବିଧୂବଦ୍ଧ ତଦନୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଏବଂ ରାଜ୍ୟ ଅର୍ଥ ନୌତିକ ଅପରାଧ ଶାଖା ଦ୍ବାରା କରାଇ ଦୋଷୀ କର୍ମଚାର ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅନୁମୋଦିତ ଗୃହ ନିର୍ମାଣ ଅନୁମତି ଗୁଡ଼ିକୁ ରଦ୍ଦ କରିଲେ ବୋହୂ ଜନ ଜୀବନ ହାନି ହେବାରୁ ବୋର୍ତିଯିବେ ବୋଲି ସାଧାରଣରେ ମତ୍ତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *