ରାଜ୍ୟ

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ଗୋସାଇଁନୂଆଗାଁଶତ ପ୍ରତିଶତ ସଫଳତା ରବିବାର ଦିନ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଙ୍କ ଚଳିତ ବର୍ଷ

୨୦୨୩-୨୪) ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆମର ସରସ୍ଵତୀ ଶିଶୁ
ବିଦ୍ୟା ମନ୍ଦିର, ଗୋସାଇଁନୂଆଗାଁ ପୂର୍ବ ଦୁଇ ଦଶନ୍ଧି ଧରି ଶତପ୍ରତିଶତ ସଫଳତା ପାଇ ଆସୁଛି ।
ଚଳିତ ବର୍ଷ ମଧ୍ୟ ଏହି ଧାରା ବଜାୟ ରଖୁଛି । ୯୦% ରୁ ଉର୍ଦ୍ଧ୍ୱ ୧୪ଜଣ, ୮୦% ଉର୍ଦ୍ଧ୍ୱ ୪୭ଜଣ,
୭୦% ରୁ ଉର୍ଦ୍ଧ୍ଵ ୪୧ ଜଣ ଓ ୬୦% ରୁ ଉର୍ଦ୍ଧ୍ୱ ୧୩ ଜଣ ଶିଶୁ ଉତ୍ତୀର୍ଣ୍ଣ ହେବା ସହ ବିଦ୍ୟାଳୟର
ଗୌରବକୁ ଅକ୍ଷୁର୍ଣ ରଖୁଛନ୍ତି । ଶ୍ରୀମାନ୍ ଅଭିଷେକ ଦାଶ ସର୍ବାଧ‌ିକ ୫୭୭ (୯୬.୧%), ସୁଶ୍ରୀ
ନନ୍ଦିନୀ ସାହୁ ୫୬୧ (୯୩.୫), ଶ୍ରୀମାନ୍ ସୀତାରାମ ଗୌଡ଼ ୫୫୧(୯୨%), ଶ୍ରୀମାନ୍ ଇ.
ଆଦିତ୍ୟ ପାତ୍ର ୫୫୧( ୯୨%), ଶ୍ରୀମାନ୍ ବିଶ୍ୱଜିତ୍ ସାସମଲ୍ ୫୫୧(୯୨%), ଶ୍ରୀମାନ୍ ଆଦିତ୍ୟ
କୁମାର ସାହୁ ୫୫୦ (୯୧.୬%), ସୁଶ୍ରୀ ଏ. ସୁନୀତା ପାତ୍ର ୫୪୮(୯୧.୩%), ଶ୍ରୀମାନ୍
ଜ୍ୟୋତି ପ୍ରକାଶ ପଲାଇ ୫୪୫ (୯୧%). ଶ୍ରୀମାନ୍ ଆଦିତ୍ୟ ପ୍ରସାଦ ସାହୁ ୫୪୪ (୯୦.୬%),
ଶ୍ରୀମାନ୍ ମହେଶ ବେହେରା ୫୪୪ (୯୦.୬%), ଶ୍ରୀମାନ୍ ପ୍ରୀତିରାଜ ମହାପାତ୍ର ୫୪୩
(୯୦.୫%), ଶ୍ରୀମାନ୍ ଚନ୍ଦନ କୁମାର ସାବତ ୫୪୧ (୯୦.୧%), ସୁଶ୍ରୀ ଶୁଭଶ୍ରୀ ମହାପାତ୍ର
୫୪୦ (୯୦%) ଏବଂ ସୁଶ୍ରୀ ଶ୍ରୀୟାଂଶୀ ମହାପାତ୍ର ୫୪୦ (୯୦%) ନମ୍ବର ରଖ୍ ସଫଳତା
ଅର୍ଜନ କରିଛନ୍ତି । ଇତି ଅବସରରେ ଆମ ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ
ପ୍ରଦୀପ କୁମାର ଦାଶ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାତ୍ର, ଉପଦେଷ୍ଟା ଶ୍ରୀଯୁକ୍ତ ଭଗବାନ ଚୌଧୁରୀ,
ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ପଣ୍ଡା, ସହପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପତିତପାବନ ଶତପଥୀ, ପର୍ଯ୍ୟାୟ
ପ୍ରମୁଖ ଶ୍ରୀଯୁକ୍ତ ଅରୁଣ କୁମାର ପାଢ଼ୀ, ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ବିଦ୍ୟାଳୟର
ଆଚାର୍ଯ୍ୟ ଓ ଆଚାର୍ଯ୍ୟ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର
ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *