ରାଜ୍ୟ

ଟୋଲ୍ ବୈଠକ ବିଫଳ, ଆଜିଠୁ ଆନ୍ଦୋଳନ

ଭବାନୀପାଟଣା: କେସିଙ୍ଗା ଚୁନ୍‌ମାଠ ୨୬ ନମ୍ବର ଜାତୀୟ ରାଜପଥରେ ନୂତନ ଭାବେ ଆରମ୍ଭ ହୋଇଥିବା ଗୋଲ ଗେଟରେ ସ୍ଥାନୀୟ ଲୋକଙ୍କ ଠାରୁ ଟୋଳ ଶୁକ୍ଳ ଆଦାୟକୁ ବିରୋଧ କରି କେସିଙ୍ଗା ବିକାଶ ମଞ୍ଚ ଓ ଗ୍ରାମୀଣ ବିକାଶ ମଞ୍ଚ ବିରୋଧ କରି ଆସୁଛି । ଏନେଇ ପୂର୍ବରୁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଇଲୟ ସଂଘ ଅବଗତ କରାଇଥିଲେ । ସେହି ଅନୁସାରେ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପଧାନ, ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ଏନଏସି ଅua ନୃପରାଳ ସାଦବ, କେସିଙ୍ଗ । ଥାନା ଅଧୁନାଗା ପ୍ରଦ୍ୟୁମ୍ନ ମହାପାତ୍ର, ଅତିରିକ୍ତ ବ୍ଲନ ଭନ୍ତୟନ ଅଧିକାରୀ ସିଦ୍ଧେଶ୍ଵର ମେହେର, ରାଜପଥ ବିଭାଗୀୟ ଅଧିକାରୀ

ଅମିତ ଝାଙ୍କ ସମେତ ମଞ୍ଚର ଅନେକ ସଦସ୍ୟ ସାମିଲ ରେ I ବୈଠକରେ ବିକାଶ ମଞ୍ଚ ପକ୍ଷରୁ ସ୍ଥାନୀୟ ଗାଡି ଗୁଡିକୁ ଟୋଲ ଶୁକ୍ଳ ଛାଡ କରିବାକୁ ଦାବି

ଦୁବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ I ତେବେ ଠିକାସଂସ୍ଥା ଯଦି କାହାକୁ ଦୁବ୍ୟବହାର ପ୍ରଦାଶନ କଲେ ତେବେ ତାଙ୍କ ବିରୋଧରେ

ବେହରାଇବା ସହ ସ୍ଥାନୀୟ ଯୁବକ ଯୁବତାଙ୍କୁ ଟୋଲ ଗେଟରେ ନିଯୁକ୍ତି ଦେବାକୁ ଦାବି କରିଥିଲା । ଏହାସହ ଶୁକ୍ଳ ଆଦାୟ କରୁଥିବା ଠିବାସଂସ୍ଥା ଲୋକଙ୍କୁ

କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲାପାଳ ଜେସିଙ୍ଗା ଥାନା ଅଧୁକାରୀଙ୍କୁ କହିଥିଲେ । ଠିକାସଂସ୍ଥା କୌଣସି କଥାରେ ରାଜି ହୋଇନଥିଲା । ବହୁ

ସମୟଧରି ଆଲୋଚନା ଚାଲିଥିଲେ ମଧ୍ୟ ଠିକା ସଂସ୍ଥା କିଛି ଶୁଣିନଥିଲା I ଫଳରେ ଆଜିର ବୈଠକ ବିଫଳ ହୋଇଥିବା ବେଳେ ନିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଆସନ୍ତାକାଲି ଠାରୁ ବିକାଶ ମଠର ଆଧୁନିକ୍ରମେ ସ୍ଥାନୀୟ ବାସିନ୍ଦା ଟୋଲ ଗେଟ୍ ନିକଟରେ ଆନ୍ଦୋଳନ କରିନେ ବୋଲି ସୂଚନା ଦିଆଯାଇଛି । କୌଣସି ଗାଚି ଆସନ୍ତାକାଲି ଠାରୁ ଟୋଲ ଶୁକ୍ଳ ନଦେବାକୁ ମଞ୍ଚ ପକ୍ଷରୁ ଆକ୍ସନ କରାଯାଇଛି । ଫଳରେ ଟୋଇ ଶୁକ୍ଳ ଆଦାୟକାରୀ ସଂସ୍ଥାକୁ ଆସନ୍ତାକାଲି ଠାରୁ ଏକ ପ୍ରକାର ଅର୍ଥନୈତିକ ଅବରୋଧ କରିବେ ଆନ୍ଦୋଳନକାରୀ । ଏହାକୁ ନେଇ ବିକାଶ ମଞ୍ଚର ସଦସ୍ୟମାନେ ପ୍ରସ୍ତୁତି ବୈଠକ କରି ଆନ୍ଦୋଳନର ରୂପରେଖ ତିଆରି କରିଛନ୍ତି ଆନ୍ଦୋଳନ ସମୟରେ କୌଣସି ବିଶୃଙ୍ଖଳା କରାଯିବ ନାହିଁ ବୋଲି ମଞ୍ଚ ପକ୍ଷରୁ ସୃଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *