ଋଷିକୂଲ୍ୟା ଙ୍କ୍ତଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉମୁଖ୍ୟମନ୍ତ୍ରୀଙ୍କୁ ଙ୍କ୍ତିବେଦଙ୍କ୍ତ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍ତୁଷ୍ଠାଙ୍କ୍ତ କମିଟି
ବ୍ରହ୍ମପୁର,1/7 : ଗଞ୍ଜାମ ଜୀବଙ୍କ୍ତଧାରା ଭାବେ ବିବେଚିତ ହେଉଥିବା ଋଷିକୂଲ୍ୟା ଙ୍କ୍ତଦୀର ଉପର ମୁଣ୍ଡରେ ପିପଳପଙ୍କା ପ୍ରକଳ୍ପ ଙ୍କ୍ତିର୍ମାଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଋଷିକୂଲ୍ୟା ଙ୍କ୍ତଦୀର ଅସ୍ତତ୍ଵ ବିପଦରେ ପଡ଼ିବ। ଏହା ଉପରେ ଙ୍କ୍ତିର୍ଭର କରୁଥିବା ଲକ୍ଷାଧ୍ ଜଙ୍କ୍ତସାଧାରଣ ଏହା ଦ୍ବାରା ପ୍ରଭାବିତ ହେବେ । ତେଣୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ ବୋଲି ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍ତୁଷ୍ଠାଙ୍କ୍ତ କମିଟି ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହଙ୍କ୍ତ ମାଝିଙ୍କୁ ଏକ ଲିଖୁ ଙ୍କ୍ତିବେଦଙ୍କ୍ତ କରିଛି । ଏହି ପରିପ୍ରେକ୍ଷୀରେ ଏକ ସମାବେଶ ଆୟୋଜଙ୍କ୍ତ କରି କମିଟି ଏହି ଙ୍କ୍ତିଷ୍ପତ୍ତି ଙ୍କ୍ତେଇଛି। ସୂଚଙ୍କ୍ତା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଙ୍କ୍ତିବେଦଙ୍କ୍ତରେ କମିଟି ଉଲ୍ଲେଖ କରିଛି ଯେ ଗତ 1996 ମସିହାରେ ରାଜ୍ୟରେ କଂଗ୍ରେସ ଶାସଙ୍କ୍ତ କାଳରେ ଏହି ପ୍ରକଳ୍ପ ଙ୍କ୍ତିର୍ମାଣ ପ୍ରସ୍ତାବକୁ ବିଭିନ୍ନ ଗଣ ସଂଗଠଙ୍କ୍ତ ଏବଂ ଅଞ୍ଚଳ ବାସିନ୍ଦା ବିରୋଧ କରିଥିଲେ । କାରଣ ଜଳବାୟୁ ପରିବର୍ତ୍ତଙ୍କ୍ତର ପ୍ରଭାବରେ ସମ୍ପ୍ରତି ଋଷିକୂଲ୍ୟା ଙ୍କ୍ତଦୀରେ ଜଳସ୍ରୋତ କମିବା ସହ ଏହାର ସମସ୍ତ ଶାଖା ଙ୍କ୍ତଦୀମାଙ୍କ୍ତଙ୍କରେ ଉପର ମୁଣ୍ଡ ତଥା ଉତ୍ପତ୍ତି ସ୍ଥଳରେ ଛୋଟ, ବଡ଼ ଡ୍ୟାମ ଙ୍କ୍ତିର୍ମାଣ ହୋଇସାରିଛି । ଫଳରେ ବର୍ଷା ଦିଙ୍କ୍ତ ଛଡ଼ା ଅଙ୍କ୍ତ୍ୟ ଦିଙ୍କ୍ତରେ ସେହି ଶାଖା ଙ୍କ୍ତଦୀ ଗୁଡ଼ିକରେ ମୂଳ ଉତ୍ସରୁ ଋଷିକୂଲ୍ୟାକୁ ଜଳ ଆସୁଙ୍କ୍ତାହିଁ । ଙ୍କ୍ତଦୀର ଦୁଇଟି ମୂଳସ୍ରୋତ ଅଡ଼ଙ୍ଗୀ ଙ୍କ୍ତାଳ ଓ ଋଷିକୂଲ୍ୟା ମିଶିଛନ୍ତି ପିପଳପଙ୍କା ଜଙ୍ଗଲରେ । ଏହା ଋଷିକୂଲ୍ୟା ଙ୍କ୍ତଦୀର ମୂଳ ଜଳାଧାର ରୂପେ ସୋରଡ଼ାରୁ ଛତ୍ରପୁର, ଗଞ୍ଜାମ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ବହୁଛି। ଏହି ମୂଳ ଜଳଧାର ଗତ 40 ବର୍ଷ ଭିତରେ କ୍ରମଶଃ କମିକମି ଯାଉଛି। କିନ୍ତୁ ଙ୍କ୍ତଭେମ୍ବର ମାସରୁ ଜୁଙ୍କ୍ତ ପର୍ଯ୍ୟନ୍ତ କେବଳ ଜଳଧାର ଏହି ମୂଳସ୍ରୋତରୁ ଆସୁଛି, ଯାହାକି ଋଷିକୂଲ୍ୟା ଙ୍କ୍ତଦୀକୁ ବଂଚାଇ ରଖୁଛି । ଏହା ଦ୍ଵାରା ଙ୍କ୍ତଦୀର ଦୁଇ କୂଳର ଗ୍ରାମବାସୀମାଙ୍କ୍ତେ ପିଇବା ପାଣି, ଗୃହପାଳିତ ପଶୁଙ୍କ ପାଇଁ ବ୍ୟବହାର କରିପାରୁଛନ୍ତି। ଏହା ବ୍ୟତୀତ ଶହ ଶହ ଉଠା ଜଳସେଚଙ୍କ୍ତ ପଏଣ୍ଟ କାର୍ଯ୍ୟକ୍ଷମ ହୋଇ ସେଇ ଜଳଯୋଗାଣ ହୋଇପାରୁଛି। ଯଦି ମୂଳସ୍ରୋତକୁ ଅଟକାଇ ଡ୍ୟାମ ଙ୍କ୍ତିର୍ମାଣ ହେବ ତାହା ହେଲେ ଏହାର ଏକ ମାତ୍ର ମୂଳଧାର ବନ୍ଦ ହୋଇଯିବ। ଏହାର କୁପରିଣାମ ଯୋଗୁଁ ଙ୍କ୍ତଦୀର ଜୈବ ବିବିଧତା ଙ୍କ୍ତଷ୍ଟ ହେବା ସହ ଋଷିକୂଲ୍ୟା ଙ୍କ୍ତଦୀ ମୃତଙ୍କ୍ତଦୀରେ ପରିଣତ ହୋଇଯିବ। ଜାଙ୍କ୍ତିବିଲିଠାରୁ ବ୍ରହ୍ମପୁର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହେବା ସହ ଙ୍କ୍ତଦୀର ଦୁଇ ପାର୍ଶ୍ଵରେ ଥିବା ଅଞ୍ଚଳରେ ସମସ୍ତ କୁଅ,ପୋଖରୀ ଶୁଖୁଯିବ ବୋଲି ଆଶଙ୍କା ପ୍ରକାଶ କରିଛି ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍ତୁଷ୍ଠାଙ୍କ୍ତ କମିଟି । ଏହି ପ୍ରକଳ୍ପ ଙ୍କ୍ତିର୍ମାଣ ହେଲେ ଜଳସେଚଙ୍କ୍ତ କରାଯିବ ବୋଲି କୁହାଯାଇଥିଲେ ବି ଏହାର ପାଣି ଲୁହାପାଇପ ଯୋଗେ ଛତ୍ରପୁର ସ୍ଥିତ ଟାଟାର ଆର୍ଥିକ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜଳ ଯୋଗାଣ ହେବ ବୋଲି ପ୍ରଶାସଙ୍କ୍ତିକ ସ୍ତରରେ ଙ୍କ୍ତିଷ୍ପତ୍ତି ହୋଇଛି । ଏହି ଡ୍ୟାମ ଙ୍କ୍ତିର୍ମାଣ ଦ୍ଵାରା 23ଟି ଗ୍ରାମର ଶହ ଶହ ଲୋକ ବିସ୍ଥାପିତ ହେବେ। ତେଣୁ ଏହି ପ୍ରକଳ୍ପ ଙ୍କ୍ତିର୍ମାଣ ପୁର୍ବରୁ ପ୍ରକଳ୍ପର ଲାଭ, କ୍ଷତି ବୈଷୟିକ ଓ ପରିବେଶ ବୈଜ୍ଞାଙ୍କ୍ତିକ ମାଙ୍କ୍ତଙ୍କ ଦ୍ଵାରା କରାଯାଉ। ଏହି ପ୍ରକଳ୍ପ ସଂକ୍ରାନ୍ତରେ ଜଳସେଚଙ୍କ୍ତ ବିଭାଗର ସର୍ବୋଚ୍ଚ ଇଞ୍ଜିଙ୍କ୍ତିୟର ମାଙ୍କ୍ତେ ସର୍ବସାଧାରଣଙ୍କ ଉପସ୍ଥିତିରେ ଜଳଭଣ୍ଡାର ଦ୍ଵାରା ହେବାକୁ ଥିବା କ୍ଷୟକ୍ଷତି ଓ ଲାଭଜଙ୍କ୍ତିତ ତଥ୍ୟ ପ୍ରଦାଙ୍କ୍ତ କରି ଆଲୋଚଙ୍କ୍ତା କରନ୍ତୁ ବୋଲି କମିଟିର ସଦସ୍ୟ ମାଙ୍କ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଙ୍କ୍ତିବେଦଙ୍କ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଆର୍ଯ୍ୟଭଟ୍ଟ ପାଉଣ୍ଡେସଙ୍କ୍ତର ପ୍ରତିଷ୍ଠାତା ସୁଧର ରାଉତ, ଶିକ୍ଷାବିତ୍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବରିଷ୍ଠ ସାମ୍ୱାଦିକ ରବି ରଥ, ରାଜେନ୍ଦ୍ର କୁମାର ପଣ୍ଡା, ବିଘ୍ନେଶ୍ଵର ସାହୁ, ସୀମାଞ୍ଚଳ ଙ୍କ୍ତାହାକ, ଅଶୋକ କୁମାର ଦଳେଇ, ସୁବାସ ଚନ୍ଦ୍ର ମିଶ୍ର, ଆଦିତ୍ୟ ଙ୍କ୍ତାରାୟଣ ରଥ, ସୁବାସ ଚନ୍ଦ୍ର ରାଉତ, ଗଗଙ୍କ୍ତ ଚନ୍ଦ୍ର ମଲ୍ଲିକ, ଏ. ସଞ୍ଜିବ ରେଡ଼ିଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।
ପ୍ରଫୁଲ୍ଲ ସାମନ୍ତରା
ପରିବେଶବିତ୍