ରାଜ୍ଯ ସରକାରଂକ ଦ୍ବାରା ଅନୁମୋଦିତ ରତ୍ନଭଣ୍ଡାର ସମ୍ପର୍କିତ ମାର୍ଗଦର୍ଶିକା (ଏସ.ଓ.ପି) ଅନୁସାରେ, ଭଣ୍ଡାର ଖୋଲାଯିବ।
[08:55, 7/14/2024] N Pabitra Sir: ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ସୂଚନା ଦେଇଛନ୍ତି ଯେ, ଆଜି ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରିତ ହେବ । ଏଥିନେଇ ସମସ୍ତ ପ୍ରସ୍ତୁତି ହୋଇଛି। ବାହାର ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ କମିଟିରେ ଥିବା 11 ଜଣିଆ ସଦସ୍ଯ ହେଲେ— ମୁଖ୍ଯ ପ୍ରଶାସକ, ଜିଲ୍ଲାପାଳ, ଏସ.ଏ ଏଏସଆଇ, ରତ୍ନଭଣ୍ଡାର ସବ କମିଟିର ଜଣେ ସଦସ୍ଯ, ଉଚ୍ଚସ୍ତରୀୟ କମିଟିର 2 ସଦସ୍ଯ, ଗଜପତି ମହାରାଜାଙ୍କ ଜଣେ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ, ଦେଉଳକରଣ ରହିଛନ୍ତି।
[08:57, 7/14/2024] N Pabitra Sir: ରତ୍ନଭଣ୍ଡାର ଖୋଲିବାକୁ ନିର୍ଦେଶିତ କମିଟି ସଦସ୍ଯ ମାନେ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ପୂର୍ବାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରେ ବୈଠକ ବସି ପ୍ରସ୍ତୁତି ନେଇ ଚୂଡାନ୍ତ ଆଲୋଚନା ହୋଇଥିଲା। ଏହା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ଯ ଏବଂ ଶୁଭ ମୁହୂର୍ତ୍ତ ଦିନ 1.28 ମିନିଟ୍ ସମୟରେ ଜଗମୋହନକୁ ପ୍ରବେଶ କରିଥିଲେ। ପ୍ରଥମେ ବାହାର ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆଯାଉଛି।