ଆଜି ୨୦୨୫ ନଭେମ୍ବର ୧୪ ତାରିଖ। ଆଜି ଆସିବ ନୂଆପଡ଼ା ଓ ବିହାର ନିର୍ବାଚନ ଫଳ। ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ। ଶିଶୁମାନଙ୍କର ଅନ୍ୟତମ ପ୍ରିୟ ଦିବସ ‘ଶିଶୁଦିବସ’ ଆଜି ଦେଶସାରା ପାଳନ ହେଉଛି। ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
